ସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

You are currently viewing ସେନାବାହିନୀର ପ୍ରବେଶ ପରୀକ୍ଷା ସ୍ଥଗିତ

ଅନୁଗୁଳ: ରାଜ୍ୟରେ କରାଳ କାୟା ମେଲାଇ ଚାଲିଛି କରୋନା। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ିଚାଲିଛି। ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଭାରତୀୟ ସୈନ୍ୟବାହିନୀର ସାଧାରଣ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପ୍ରବେଶିକା ପରୀକ୍ଷା ଆସନ୍ତା ୩୦ ତାରିଖରେ ହେବାର ଥିଲା। ସଂକ୍ରମଣ ଥମିବା ପରେ ପ୍ରବେଶିକା ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply