ଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

You are currently viewing ଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅନୁରାଗ କୁମାର। ସୂଚନା ମୁତାବକ, ଅନୁରାଗ କୁମାର ଅନଲାଇନରେ ଚାକିରି ଖୋଜୁଥିଲେ। ସେଥିରେ ସେ ୯୩ ହଜାର ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି। ଏ ନେଇ ଆଜି ସନ୍ଧ୍ୟାରେ ସେ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Share

Leave a Reply