ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ପୁଲିସ ସୋମବାର ଜଣେ ଫେରାର ଅଭିଯୁକ୍ତ ଡେରେଙ୍ଗ ଗ୍ରାମର ବବଲୁ ନାଏକ(୨୩)କୁ ଗିରଫ କରି କୋର୍ଚ୍ଚାଲାଣ କରିଛି। ପ୍ରକାଶ ଯେ, ଗତ ଜୁଲାଇ ୩୦ ତାରିଖରେ ବବଲୁ ନାଏକ ଏବଂ ତା’ର ସହଯୋଗୀ ଚୋରି କରିବାକୁ ଯୋଜନା କରୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ବବଲୁ ଫେରାର୍ ହୋଇଯାଇଥିଲା। ବବଲୁକୁ ଆଜି ଗିରଫ କରାଯିବା ସହ ତା’ଠାରୁ ଏକ ଭୁଜାଲି ଜବତ କରାଯାଇଥିବା ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଫେରାର ଅଭିଯୁକ୍ତ ଗିରଫ
- Post published:September 14, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau