ଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ
ଅନୁଗୁଳ: ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟୀକାକରଣ ନେଇ ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସମସ୍ତ…
ଅନୁଗୁଳ: ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟୀକାକରଣ ନେଇ ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସମସ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଉଦ୍ୟାନ କୃଷି ବିଭାଗର ଅଧୀନରେ ଥିବା ନାକଚୀ ଫାର୍ମ ବୁଲି ଦେଖିଥିଲେ। ଲିଚୁ ଚାଷ ପାଇଁ ପ୍ରସିଦ୍ଧ ଏହି ଫାର୍ମ ବୁଲି ଦେଖିବା ସହ ଜିଲ୍ଲାପାଳ ଏଠାରେ ସପୁରୀ ସମେତ ଅନ୍ୟାନ୍ୟ ଫଳ,…
ଅନୁଗୁଳ: ଅନୁଗୁଳ ସହର ବିଭିନ୍ନ ଅଞ୍ଚଳ ବିଶେଷକରି ହେମସୁରପଡ଼ା,ନାଖରାସାହି,ସରକାରୀ ମେଡିକାଲ ପରିସରେ ଗତ ତିନି ଦିନ ମଧ୍ୟରେ କାଉ ମାନେ ମରି ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ତିନି-ଚାରି ଦିନ ଭିତରେ ପ୍ରାୟ ପନ୍ଦରରୁ କୋଡ଼ିଏ କାଉ ମରିଥିବା କୁହା ଯାଉଛି।…
ଅନୁଗୁଳ: ନୂତନ ପେନ୍ସନ୍ ଯୋଜନା ଓ ଏକିକୃତ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରାଜ୍ୟର ୩୨ ଟି ବିଭାଗର ହଜାର ହଜାର ଏନ୍ପିଏସ୍ କର୍ମଚାରୀ ମାନେ ପ୍ରତିବାଦ କରିଛନ୍ତି। ଅନୁଗୁଳରେ କର୍ମଚାରୀ…
ଅନୁଗୁଳ: ଅନୁଗୁଳ ନୂତନ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ଆଜି କାର୍ଯ୍ୟାଳୟରେ ଯୋଗ ଦାନ କରିବା ସହ ସମସ୍ତ କର୍ମଚାରୀ ଓ ଡାକ୍ତର ମାନଙ୍କ ଏକ ବୈଠକ ଡାକିଥିଲେ।ବୈଠକରେ ଡ଼ା ପ୍ରଧାନ ଗତ ତିନି ଚାରି ଦଶନ୍ଧି ମଧ୍ୟରେ ଅନୁଗୁଳରେ…
ଅନୁଗୁଳ: ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଆଜି ପୂର୍ବାହ୍ନରେ ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ସେକ୍ସନ ଅଫିସର ନଳିନୀ ରଞ୍ଜନ ପ୍ରଧାନଙ୍କ ସମେତ…
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁ ସାମଲ ଓ ସମ୍ପାଦକ ଧ୍ରୁବ ଚରଣ ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି କି ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ନିଲମ୍ବନ କରାଯାଇଛି। ସଂଘ…
ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ଛକରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ ଏକ ବଡ଼ ଶୁଖିଲା ଗଛ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେ ପାଖରେ ଥିବା ଉଠା ଦୋକାନୀ ଗୁଡ଼ିକୁ ଆଜି ଉଚ୍ଛେଦ କରାଯାଇଥିଲା। ଏହି…
ଅନୁଗୁଳ: ବର୍ଷା ଦିନ ଚାଲିଥିବାରୁ କୌଣସି ଝଡ଼ ବାତ୍ୟା ବା ଜଳବନ୍ଦୀ ସମସ୍ୟାକୁ ମୁକାବିଲାକରିବାକୁ ଅନୁଗୁଳ ପୌରପାଳିକା ଅତ୍ୟାବଶ୍ୟକ ଉପକରଣ କିଣିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଜରୁରୀ ସମୟରେ ଅଗ୍ନିଶମ ବିଭାଗ କିମ୍ବା ଭଡ଼ାରେ ଉପକରଣ ଆଣିବାକୁ ପଡ଼ିଥିଲା। ଏବେ ଅନୁଗୁଳ…
ଅନୁଗୁଳ: ଅଗଷ୍ଟ ୨ ତାରିଖ (ଶନିବାର) ଦିନ ଢେଙ୍କାନାଳ ପୋଷ୍ଟାଲ ଡିଭିଜନ୍ ଅନ୍ତର୍ଗତ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରଧାନ ଡାକଘର, ସମସ୍ତ ଉପଡାକଘର ଏବଂ ଶାଖା ଡାକଘରେ ଡାକ ସେବା ବନ୍ଦ ରହିବ। ଭାରତୀୟ ଡାକ ବିଭାଗରେ ପ୍ରଚଳିତ…