ଚାନ୍ଦି ମୁକୁଟ, ସୁନା ହାରରେ ଝଟକୁଛନ୍ତି ମା ଲକ୍ଷ୍ମୀ
ଅନୁଗୁଳ: ଅନୁଗୁଳ ସଂଜୀବନି ମାର୍କେଟରେ ୧୯୮୫ ମସିହାରେ ମୃଣ୍ମୟୀ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ଏହି କମିଟିର ପ୍ରତିଷ୍ଠାତା ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ବିଶେଷ ଉଦ୍ୟମ କ୍ରମେ ଏହି କମିଟି ଦ୍ୱାରା ପୂଜା ବେଶ୍ ଶାନ୍ତି ଶୃଙ୍ଖଳାର କରାଯାଇ ଆସୁଥିଲା।…
