ଅର୍ଥ ଆତ୍ମସାତ ଅଭିଯୋଗ, ମହିଳା କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଥିବା ଅତ୍ୟାଧୁନିକ ସେଲୁନ୍ ଷ୍ଟୁଡ଼ିଓ-୧୧ର ଜଣେ ମହିଳା କର୍ମଚାରୀ ଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୁଲିସ । ଏହାର ମାଲିକ ଅମନ ରାଜଙ୍କ ଏତଲା କ୍ରମେ ଅନୁଗୁଳ ପୁଲିସ ଏକ କେସ୍…

Continue Readingଅର୍ଥ ଆତ୍ମସାତ ଅଭିଯୋଗ, ମହିଳା କର୍ମଚାରୀ ଗିରଫ

ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

ତାଳଚେର: ପୂର୍ବଶତୃତାକୁ କେନ୍ଦ୍ରକରି ତାଳଚେର ଟାଉନ ଥାନା ଅଙ୍ଗାରୁଆ ଗ୍ରାମରେ ଜଣଙ୍କ ଘର ପୋଡ଼ି ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଅଙ୍ଗାରୁଆ ଗ୍ରାମର କୁଳବତୀ କୁମ୍ଭାର(୪୨)ଙ୍କ ଚାଳ ଛପର ଘରକୁ ତାଙ୍କ ପଡ଼ୋଶୀ ଇନ୍ଦ୍ର ସିଂ…

Continue Readingପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

ବର୍ଷ ବର୍ଷର ଅନ୍ଧବିଶ୍ବାସ ହଟାଇବାକୁ ପ୍ରଶାସନର ପ୍ରୟାସ

ଆଠମଲ୍ଲିକ: ଛାତଘର ନିର୍ମାଣ ତ ଦୂରର କଥା, ପଟା ଓ ମାଟି ପକାଇ ଆଟୁଘର ର୍ନିମାଣରେ ବି ପରିବାର ସଦସ୍ୟଙ୍କ ଉପରେ ଠାକୁରଙ୍କ କୋପ ପଡ଼ିବ। ଏହିପରି ଅନ୍ଧବିଶ୍ବାସ ଯୋଗୁଁ ଆଠମଲ୍ଲିକ ବ୍ଲକ୍‌ ବେଲାଦୁଲା ଗ୍ରାମରେ ଛାତଘରଟିଏ ଦେଖିବାକୁ ମିଳୁନଥିଲା। ପକ୍କା…

Continue Readingବର୍ଷ ବର୍ଷର ଅନ୍ଧବିଶ୍ବାସ ହଟାଇବାକୁ ପ୍ରଶାସନର ପ୍ରୟାସ

ବନ୍ଦ୍ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ ତାଳଚେର ବ୍ଲକ୍ ତଥା ବିକ୍ରମପୁର ଥାନା ଇଲାକା ସାନଯୋରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଦ୍ ଘରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସର୍ଟ ସର୍କିଟରୁ…

Continue Readingବନ୍ଦ୍ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

ତାଳଚେର: ଚାକିରି ଦେବା ନାଁରେ ଠକେଇ । ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ଧରାଛୁଆଁ ଦେଉନାହାନ୍ତି । ବରଂ ଟଙ୍କା ମାଗିଲେ ଗାଳିଗୁଲଜ କରୁଥିବା ନେଇ କୋଲିୟରୀ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ପୁଲିସ୍…

Continue Readingଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

କଲେଜ ଛାତ୍ରୀ ଅପହରଣ ମାମଲା

ବଅଁରପାଳ: ବଅଁରପାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଅପହରଣ ଅଭିଯୋଗକୁ ୧୦ ଦିନ ବିତିବା ପରେ ବି ପୁଲିସ ତଦନ୍ତ ବିଶେଷ ଆଗେଇ ପାରିନି। ଛାତ୍ରୀଙ୍କ ସନ୍ଧାନ ପୁଲିସ ପାଇ ନଥିଲାବେଳେ ଅପହରଣକାରୀଙ୍କୁ ମଧ୍ୟ ଧରିବାରେ ବିଫଳ ହୋଇଛି। କେବଳ…

Continue Readingକଲେଜ ଛାତ୍ରୀ ଅପହରଣ ମାମଲା

ଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ତାଳଚେର: ତାଳଚେର ପୌରପାଳିକା ପକ୍ଷରୁ ବୁଧବାର ସଂଧ୍ୟାରେ ସହରର ବଡ଼ ବଜାରର ବିଭିନ୍ନ ଦୋକାନରେ ପଲିଥିନ ଉପରେ ବ୍ୟାପକ ଚଢ଼ାଉ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପାପଶି ଛକ ନିକଟରେ ଜନୈକ ବ୍ୟବସାୟୀଙ୍କର ଗୋଦାମ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା…

Continue Readingଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ସାଇବର ଠକେଇ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟ

ଅନୁଗୁଳ: ଅଥୟ କଲେଣି ସାଇବର ଲୁଟେରା । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଲୁଟ୍ ଥମିବାର ନାଁ ନେଉନି । ମଙ୍ଗଳବାର ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଏତଲା…

Continue Readingସାଇବର ଠକେଇ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟ

ସାଂସଦଙ୍କ ଦ୍ୱାରା ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବା ପାଇଁ ଗାଡ଼ିର ଶୁଭାରମ୍ଭ

ଅନୁଗୁଳ : ସେବା ସଂସ୍ଥା ମେଡିକସ ଓ ସୁଦୂର ସୁଇଜରଲାଣ୍ଡର ସେବା ସଂସ୍ଥା ବାସ ଏଡ଼ର ମିଳିତ ଉଦ୍ୟମରେ ଅନୁଗୁଳ ଜିଲ୍ଲାର ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହାୟତା ପାଇଁ ସ୍ଥାନୀୟ ସର୍କିଟ ହାଉସଠାରେ ଏକ ନୂତନ ଗାଡିର ଶୁଭାରମ୍ଭ ହୋଇଯାଇଛି।ଏଥିର ମୁଖ୍ୟ…

Continue Readingସାଂସଦଙ୍କ ଦ୍ୱାରା ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବା ପାଇଁ ଗାଡ଼ିର ଶୁଭାରମ୍ଭ

ନ୍ୟାୟ ମିଳିଲାନି, ପୁଣି ଆତ୍ମାହୁତି ଦେବେ ବାପ-ପୁଅ

ଅନୁଗୁଳ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ତାଳଚେର ସୋଲଡା ଗ୍ରାମର ଜମିହରା ପ୍ରଜା ସୁରେଶ ବେହେରା । ଗତ ଡିସେମ୍ବର ୧୩ ତାରିଖ ଦିନ ସେ ଓ ତାଙ୍କ ପୁଅ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । କୋଇଲା…

Continue Readingନ୍ୟାୟ ମିଳିଲାନି, ପୁଣି ଆତ୍ମାହୁତି ଦେବେ ବାପ-ପୁଅ