ଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ଅନୁଗୁଳ: ଗତ କାଲି ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ତାଳଚେର ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କୁ ଖବର ମିଳିଲା କି ରାଣୀ ପାର୍କ ଆଦର୍ଶ ସ୍କୁଲ ନିକଟରେ ଡିଆଁ ଡିଇଁ କରୁଥିବାବେଳେ ଗୋଟିଏ ମାଙ୍କଡ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଆହତ…

Continue Readingଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଆୟୋଜିତ ଦୁଇ ଦିନିଆ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ନିଜ ଅଭିଭାଷଣରେ ସେ ଓଡ଼ିଶାର କଳା ସଂସ୍କୃତି କାଳଜୟୀ…

Continue Readingଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

ବଅଁରପାଳ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଅନୁଗୁଳର ନାରୀଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ବିଭାଗ…

Continue Readingବଅଁରପାଳ ମହାବିଦ୍ୟାଳୟ, ଶିକ୍ଷା ବିଭାଗ ତରଫରୁ ଆଲୋଚନାଚକ୍ର

ବନ ବିଭାଗକୁ ସଫଳତା: କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ

ଅନୁଗୁଳ: ଡେରା ଓ ତାଳଚେର ଜଙ୍ଗଲ ବିଭାଗ କର୍ମଚାରୀ କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ କରିଛନ୍ତି। ଏହି ଶାଳ ପଟ୍ଟାର ପରିମାଣ ୨୯.୭୭୧ ସି ଏଫ୍ ଟି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସୋମବାର ପାଟ୍ରୋଲିଂ…

Continue Readingବନ ବିଭାଗକୁ ସଫଳତା: କନ୍ଧବେରେଣୀ ଗାଁରୁ ୬୫ ଖଣ୍ଡ ଚୋରା ଶାଳ ପଟ୍ଟା ଜବତ

ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆଜି ସନ୍ଧ୍ୟାରେ ଦ୍ଵାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମହୋତ୍ସବର ମୁଖ୍ୟ ଗୁରୁ ସ୍ବପ୍ନାରାଣୀ ସିହ୍ନା…

Continue Readingଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ

ଜନ ସଂଖ୍ୟା ବୃଦ୍ଧି ହାତୀ ମଣିଷ ବିବାଦର ମୁଖ୍ୟ କାରଣ

ଅନୁଗୁଳ: ଜନସଂଖ୍ୟା ବୃଦ୍ଧି ଏବଂ ହାତୀଙ୍କ ଆବାସସ୍ଥଳୀ ନଷ୍ଟ ଯୋଗୁଁ ହାତୀ ମଣିଷ ବିବାଦ କ୍ରମାଗତ ବଢ଼ିଚାଲିଛି। ଭୁବନେଶ୍ବର ସୁଚନଭବନ୍ ଠାରେ ଏକ କର୍ମଶାଳାରେରେ ଯୋଗ ଦେଇ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ (ସ୍ଵାଧୀନ) ବିଭାଗ…

Continue Readingଜନ ସଂଖ୍ୟା ବୃଦ୍ଧି ହାତୀ ମଣିଷ ବିବାଦର ମୁଖ୍ୟ କାରଣ

ଭାରତର ସମ୍ବିଧାନ ଉପରେ ଆଲୋଚନାଚକ୍ର

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଭାରତ ବିକାଶ ପରିଷଦ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇସିଏମଆର୍ ର ଉପନିର୍ଦେଶକ ଡ଼ା…

Continue Readingଭାରତର ସମ୍ବିଧାନ ଉପରେ ଆଲୋଚନାଚକ୍ର

ଟାଉନ୍ ହାଇସ୍କୁଲରେ ପୁରସ୍କାର ବିତରଣି ସମାରୋହ

ଅନୁଗୁଳ: ସ୍ଥାନୀୟ ଟାଉନ୍ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣୀ ସମାରୋହ ଆୟୋଜିତ ହୋଇଯାଇଛି। ଅନୁଗୁଳ ବ୍ଲକ୍ ଶିକ୍ଷାଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭାର ବିକାଶ ପାଇଁ କଠିନ ପରିଶ୍ରମ କରିବାକୁ ଉପଦେଶ…

Continue Readingଟାଉନ୍ ହାଇସ୍କୁଲରେ ପୁରସ୍କାର ବିତରଣି ସମାରୋହ

ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଡିଟରୀୟମରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କରାଟେ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାରେ ଅନୁଗୁଳ ବିଧାୟକ ପ୍ରତାପ…

Continue Readingଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ୨୦୨୪ ଉଦଯାପିତ

ରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ା ତୃତୀୟ ଗଳିରେ ଥିବା ପ୍ରେମଲତା କ୍ଲିନିକ୍‌ରୁ ଶନିବାର ରାତିରେ ଚୋରି ହୋଇଛି। ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ବୃତ୍ତ କ୍ଲିନିକ୍‌ର ସ୍କାଏ ଲାଇଟ୍‌ ଭାଙ୍ଗି ଭିତରେ ପଶି କ୍ୟାସ କାଉଣ୍ଟରରେ ଥିବା ପ୍ରାୟ…

Continue Readingରାତି ଅଧିଆ ସ୍କାଏଲାଇଟ ତାଡ଼ି କ୍ଲିନିକରୁ ୧୦ ହଜାର ଟଙ୍କା ଓ ମେଡିସିନ ଚୋରି, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ