ଜିଏମଡିସି ଓ ଡକ୍ଟର ରେଡି ଫାଉଣ୍ଡେସନ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ
ଅନୁଗୁଳ : ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ (ଜିଏମଡିସି) ଓ ଡକ୍ଟର ରେଡି ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଭୁବନେଶ୍ୱର ପାତ୍ରପଡ଼ା ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଜିଏମଡିସି ପକ୍ଷରୁ ବୈତରଣୀ ୱେଷ୍ଟ ଛେଣ୍ଡିପଦାର ପ୍ରକଳ୍ପ ମୁଖ୍ୟ ବ୍ରିଗେଡିୟର…


