ରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା
ଅନୁଗୁଳ: ଆଉ ମାତ୍ର ଦିନ ଦୁଇଟା ପରେ ରଜ। ବର୍ଷକୁ ଥରେ ପଡ଼ୁଥିବା ଝିଅମାନଙ୍କର ଏହି ବଡ଼ ପର୍ବ ପାଇଁ ଏବେ ଠୁ ପ୍ରସ୍ତୁତି ଜୋର ଧରିଲାଣି। ଏବେ ଠାରୁ ହିଁ ଝିଅ, ଯୁବତୀ, ମହିଳାମାନେ ଲୁଗାପଟା କିଣିବାକୁ ବଜାରରେ ଭିଡ଼…
