ଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ
ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…
ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…
ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…
ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍ସିଆଇ ବିକ୍ରମପୁର ଅଞ୍ଚଳରେ…
ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…
ଅନୁଗୁଳ : ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…
ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…
ଅନୁଗୁଳ : ଅନୁଗୁଳ ବ୍ଲକ୍ ବଡକେରା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅବନ୍ତୀ ସାହୁଙ୍କର ଗତ ୨୯ ତାରିଖ ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନୁଗୁଳ ବଜାରପଡ଼ାସ୍ଥିତ ବାସଭବନରେ ସପରିବାର ରହୁଥିବା ବେଳେ…
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍ଡାଉନ୍ ଘୋଷଣା…