solar

ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

0

ଅନୁଗୁଳ: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ । ଦୁଇଦିନିଆ ବନ୍ଦ ଡାକରାରେ ଅନୁଗୁଳର ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ଇଣ୍ଡିଆ ଅନୁଗୁଳ ମୁଖ୍ୟ ଶାଖା ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନେ ଧାରଣାରେ ବସି ବିକ୍ଷୋଭ କରିବା ସହ ଘରୋଇକରଣ ନିଷ୍ପତ୍ତିକୁ ବାତିଲ କରିବାକୁ ଦାବି କରିଥିଲେ । ବକର୍ମଚାରୀଙ୍କ ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି । ଅଧିକାଂଶ ଏଟିଏମ୍‌ରେ ଟଙ୍କା ନଥିବା ବେଳେ ଲୋକ ଟଙ୍କା ଉଠାଣରେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Leave A Reply

Your email address will not be published.