ବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ଖମାର: ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖମାରସ୍ଥିତ କଲ୍ଯାଣ ମଣ୍ଡପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ରୂପେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।…

Continue Readingବିଜେପି ଯୁବମୋର୍ଚ୍ଚାର ଦିନିକିଆ ପ୍ରଶିକ୍ଷଣ ଶିବିର: ପାଳଲହଡାର ରାଜନୈତିକ ପରିସ୍ଥିତି ଉପରେ କଲେ ଆଲୋଚନା, ବିଜେଡିକୁ ଟାର୍ଗେଟ

ଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡ଼ିଶା ମହୋତ୍ସବର ପ୍ରସ୍ତୁତି ବୈଠକ, ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ମହାସଭା ଆୟୋଜନ କରିବାକୁ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡିଶା (୯.୦) ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅନୁଷ୍ଠିତ ହୋଇଛି। ମହୋତ୍ସବ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ନୂଆ ଓଡ଼ିଶା ମହୋତ୍ସବର ପ୍ରସ୍ତୁତି ବୈଠକ, ୧୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ମହାସଭା ଆୟୋଜନ କରିବାକୁ ନିଷ୍ପତ୍ତି

ଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ନିଜ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଡିସେମ୍ବର ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ନିଜ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ

ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

ଅନୁଗୁଳ: ଅନୁଗୁଳର ବାୟୁମଣ୍ଡଳ ଗତ ଦୁଇ ଦଶନ୍ଧି ଧରି ଆଉ ପୂର୍ବ ଭଳି ସେବନ ଉପଯୋଗୀ ହୋଇ ରହିନାହିଁ। ଧୀରେ ଧୀରେ ଅନୁଗୁଳର ବାୟୁ ମଣ୍ଡଳ ସ୍ବାସ୍ଥ୍ୟ ପାଇଁ ଅହିତକାରୀ ପାଲଟିଛି। ଅନୁଗୁଳ ଜିଲ୍ଲାରେ ଏବେ ବହୁ ଭାରି ଉଦ୍ୟୋଗ ରହିଛି।ଆଲୁମିନିୟମ…

Continue Readingଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

ଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର କୁଣ୍ଡାଝରି ଜଙ୍ଗଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ…

Continue Readingଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

ଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି। ଏହି ଅବସରରେ ପୂର୍ବାହ୍ନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ…

Continue Readingଅନୁଗୁଳରେ ବିଶ୍ବ ଏଡସ୍ ଦିବସ ପାଳିତ, ରାଲି କରି ସହର ପରିକ୍ରମା କରିବା ସହ ସଚେତନ କଲେ ଛାତ୍ରଛାତ୍ରୀ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗ ଦାନ

ଅନୁଗୁଳ: କେ ଶ୍ରବଣ କୁମାର ଆଜି ଅପରାହ୍ନରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଥିବା ଶ୍ରୀ କୈଳାଶ ଚନ୍ଦ୍ର ବେହେରାଙ୍କ…

Continue Readingଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗ ଦାନ

ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ତୃତୀୟ ଲିଙ୍ଗ ଅନୁଗୁଳ ଜିଲ୍ଲାରେ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ତୃତୀୟ ଲିଙ୍ଗ(କିନ୍ନର) ରହିଛନ୍ତି।ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ତୃତୀୟ ଲିଙ୍ଗ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଅସୁରକ୍ଷିତ ଯୌନକ୍ରିୟା ଦ୍ଵାରା ଏଚ୍‌ଆଇଭି ପଯିଟିଭରେ ପୀଡିତ ହେଉଛନ୍ତି। ଯାହା ଫଳରେ…

Continue Readingଓଡ଼ିଶାର ଦ୍ଵିତୀୟ ସର୍ବାଧିକ ତୃତୀୟ ଲିଙ୍ଗ ଅନୁଗୁଳ ଜିଲ୍ଲାରେ

ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ:୩ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ରାମଦେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ଏବଂ ଜଣେ ପିଅନଙ୍କୁ ସ୍ପେସଲ ଭିଜିଲାନ୍ସ କୋର୍ଟ ଆଜି ଶୁଣାଣୀ କରି ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାକୁ…

Continue Readingପ୍ରଧାନ ଶିକ୍ଷକଙ୍କ ସମେତ ତିନି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ:୩ ବର୍ଷ ସଶ୍ରମ କାରାଦଣ୍ଡ

ମହିଳା ଡାକ୍ତର ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ

ଅନୁଗୁଳ: ୨୯ ଜୁନ ୨୦୨୧ ଦିନ ରାତିରେ ଛେଣ୍ଡିପଦାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ସ୍ପେଶଲ ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ୧୧ ଜଣ ସାକ୍ଷୀ ଏବଂ ଅଭିଯୋଗକାରୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ…

Continue Readingମହିଳା ଡାକ୍ତର ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ