ଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ, ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ ନଗିରା ହାଟ ପଡିଆ ଠାରେ ରବିବାର ଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବୈଠକରେ ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାର ଗୋପାଳ ସମାଜ ସଭାପତି ମିତ୍ରଭାନୁ ମହାକୁଳ…

Continue Readingଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ, ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି

ପବନ ମାଣ୍ଡୋଠିଆ ବିଜେପି ମଣ୍ଡଳ ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳ ମଧ୍ୟରୁ ୨୭ ଟି ବିଜେପି ମଣ୍ଡଳର ସଭାପତି ନିର୍ବାଚନ ସରିଯାଇଛି। ଏଥିନେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଫଳାଫଳ ଘୋଷଣା କରିଛନ୍ତି। ତଦନୁଯାୟୀ ଅନୁଗୁଳ ପୋୖରାଞ୍ଚଳ ବିଜେପିର ମଣ୍ଡଳ…

Continue Readingପବନ ମାଣ୍ଡୋଠିଆ ବିଜେପି ମଣ୍ଡଳ ସଭାପତି

ଶୀତଳ ବିହାର ହାଉସିଂ ସୋସାଇଟିର ୭ମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଆଜି ତୁରଙ୍ଗ ସ୍ଥିତ ଶୀତଳ ବିହାର ହାଉସିଂ ସୋସାଇଟିର ୭ ମ ଓତିଷ୍ଠା ଦିବସ ପାଳିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀ ବେହେରା ନିଜ ବକ୍ତବ୍ୟରେ…

Continue Readingଶୀତଳ ବିହାର ହାଉସିଂ ସୋସାଇଟିର ୭ମ ପ୍ରତିଷ୍ଠା ଦିବସ

୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ କଣିହାଁରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ

ଅନୁଗୁଳ: ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ କଣିହାଁ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଏକ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା…

Continue Reading୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ କଣିହାଁରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଶ୍ରୀକାନ୍ତ ସାହୁଙ୍କୁ ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ

ଛେଣ୍ଡିପଦା: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁଙ୍କୁ ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ସୂଚନା ମୁତାବକ, କଟକରେ ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ଆୟୋଜିତ ଶିଶୁ…

Continue Readingରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଶ୍ରୀକାନ୍ତ ସାହୁଙ୍କୁ ଦିବ୍ୟସିଂହ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ

ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ପାଠାଗାର ପରିସରରେ ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ଏହି କର୍ମଶାଳାକୁ ଉଦଘାଟନ କରି ଶିକ୍ଷାବିତ ସ୍ବର୍ଗତ ରାଧାମୋହନଙ୍କ ଭଲ…

Continue Readingସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁ ବର୍ ସ୍ଥିତ ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ପରିବାର ସାମିଲ ହୋଇ ପରସ୍ପରକୁ ନୂତନ…

Continue Readingସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ଅନୁଗୁଳ: ଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁ ସମ୍ମାନିତ। ଭାରତ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ପୁରୀ ସ୍ଥିତ ମ୍ୟୁନିସିପାଲଟି ଟାଉନ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାହୁଙ୍କୁ…

Continue Readingଜାତୀୟ ଶ୍ରେଷ୍ଠ ସମାଜସେବୀ ଭାବେ ତାଳଚେରର କ୍ଷୀରୋଦ ସାହୁ ସମ୍ମାନିତ

ବାରବାଟୀରେ କ୍ରିକେଟ ଖେଳିଲେ ଅନୁଗୁଳ ବିଧାୟକ

ଅନୁଗୁଳ: ବାରବାଟୀ ଷ୍ଟାଡିୟମରେ ସଞ୍ଜୟ ବେହେରା ନେତୃତ୍ୱରେ ସେକ୍ରେଟାରୀ ଏକାଦଶ ଏବଂ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ କ୍ରୀଡାମନ୍ତ୍ରୀ ଏକାଦଶ ଟିମ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କ ଏକାଦଶ ୧୩୬ ରନର ଟାର୍ଗେଟକୁ ପଙ୍କଜ…

Continue Readingବାରବାଟୀରେ କ୍ରିକେଟ ଖେଳିଲେ ଅନୁଗୁଳ ବିଧାୟକ

ହାତୀ-ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ଠାରେ ହାତୀ-ମଣିଷ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ନେଇ ରବିବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏସିଏଫ ବିଦ୍ୟା ସାଗର, ରେଞ୍ଜ ଅଧିକାରୀ ସୁଭଦ୍ରା ମହାପାତ୍ର, ଜୀବ ବିଜ୍ଞାନୀ ମନୋରଞ୍ଜନ ପରିଡା ଏବଂ ଅନ୍ୟମାନେ…

Continue Readingହାତୀ-ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ କର୍ମଶାଳା