ଓଡିଶା ହାଇକୋର୍ଟର କ୍ୟାଲେଣ୍ଡର ଉନ୍ମୋଚିତ :ଅନୁଗୁଳର ଆଶୀର୍ବାଦଙ୍କ ପେଣ୍ଟିଙ୍ଗ ସ୍ଥାନିତ
ଅନୁଗୁଳ: ୨୦୨୫ ମସିହା ପାଇଁ ଓଡିଶା ହାଇକୋର୍ଟର ବାର୍ଷିକ କ୍ୟାଲେଣ୍ଡର ମାନ୍ୟବର ମୁଖ୍ୟ ବିଚାରପତି ସି.ଏସ ସିଂହଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ଅନୁଗୁଳ ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ଡେରା, ତାଳଚେରର ନବମ ଶ୍ରେଣୀ ଛାତ୍ର ଆଶୀର୍ବାଦ…
