୧୨ ଫୁଟର ଅଜଗର ବୋଦାକୁ ମାରିଦେଲା

You are currently viewing ୧୨ ଫୁଟର ଅଜଗର ବୋଦାକୁ ମାରିଦେଲା

ଅନୁଗୁଳ: ଆଜି ବନ୍ତଳା ଥାନା ଚମ୍ପତିମୁଣ୍ଡା ପଞ୍ଚାୟତ ଭାଲିଆପାଳ ଗାଁରେ ଏକ ବାର ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇଛି।

ସାପଟି ଗାଁର ଗୟା ନାୟକଙ୍କ ଘରେ ଥିବା ଗୋଟିଏ ବୋଦାକୁ ଆକ୍ରମଣ କରି ମାରି ଗିଳି ବାକୁ ଯାଉଥିବା ବେଳେ ପରିବାର ଲୋକ ଦେଖିଥିଲେ। ସେମାନେ ସର୍ପ ମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ ।ଆଦିତ୍ୟ ସାପଟିକୁ ଉଦ୍ଧାରକାରୀ ଫରେଷ୍ଟର ରଞ୍ଜନ ପ୍ରଧାନଙ୍କୁ ଜଣାଇଥିଲେ।

ଆଦିତ୍ୟଙ୍କ ସହଯୋଗୀ ବିଜୁ ଭୋଇ, କାଳୁ ରାଉଳ ପ୍ରମୁଖ ସାପଟିକୁ ସୁରକ୍ଷିତ ଭାବେ ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ ।

Share

Leave a Reply