ସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

You are currently viewing ସନ୍ଥକବି ଭୀମ ଭୋଇ ଙ୍କ ୧୭୪ ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ସନ୍ଥକବି ଭୀମ ଭୋଇଙ୍କ ୧୭୪ ତମ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି। ଅଙ୍ଗାରବନ୍ଧ ଅଲେଖ ମହିମା ଧାମ ପରିଚାଳନା କମିଟି ଓ ଅଲେଖ ମହିମା ସାମାଜିକ ଉନ୍ନୟମ ପରିଷଦ ପକ୍ଷରୁ ସନ୍ଥ କବି ଭୀମ ଭୋଇଙ୍କ ୧୭୪ ତମ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟବକ୍ତା ଭାବେ ଶରଣାରବିନ୍ଦ ଓଝା, ନାଲକୋ ସ୍ମେଲଟର୍ ପ୍ଳାଣ୍ଟର ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ, ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ମହିମା ଧର୍ମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

Share

Leave a Reply