ଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର, କିଣାକିଣି କଲେ ମିଳୁଛି ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା

You are currently viewing ଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର, କିଣାକିଣି କଲେ ମିଳୁଛି ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା

ଅନୁଗୁଳ: ଅନୁଗୁଳ ଓ ତାଳଚେରର ପ୍ରସିଦ୍ଧ ଗାର୍ମେଣ୍ଟସ୍ ବିକ୍ରେତା ଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର ଘୋଷଣା କରାଯାଇଛି। ଏହି ଅଫର ମୁତାବକ ରଜ ପର୍ବ ପାଇଁ ୧୫ ହଜାର ଟଙ୍କାର ପୋଷାକ ବା ଶାଢ଼ି ଆଦି କିଣିଲେ ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା,୮,୫୦୦ ଟଙ୍କାର କ୍ରୟ ଉପରେ ୧,୫୦୦ ଶହ ଟଙ୍କାର ଫ୍ରି ସପିଙ୍ଗ, ୫ ହଜାର ଟଙ୍କାର କ୍ରୟ ଉପରେ ୧ ହଜାର ଟଙ୍କାର ଫ୍ରି ସପିଙ୍ଗ, ୩ ହଜାର ଟଙ୍କାର କ୍ରୟ ଉପରେ ୫ ଶହ ତାଙ୍କର ଫ୍ରି ସପିଙ୍ଗର ସୁବିଧା ରହିଛି। ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି।

ଏସ୍‌ଏନ୍‌କେ ରୟାଲର ଅନୁଗୁଳ ଓ ଶର୍ମା ଛକ ତାଳଚେର ଶାଖାରେ ଏହି ରଜ ଅଫର ଦିଆଯାଉଛି। ଗ୍ରାହକମାନେ ରଜ ପାଇଁ ଲାଟେଷ୍ଟ ଡିଜାଇନ୍‌ର ପୋଷାକ ଶାଢ଼ି ପାଇବା ପାଇଁ ଏସ‌୍‌ଏନ୍‌କେ ରୟାଲ ଆସିବାକୁ ଅନୁରୋଧ କରାଯାଇଛି।

Share

Leave a Reply