ଖୁସି ଖବର ! ଜାତୀୟ ଉସୁ ଜଜ୍ ଭାବେ ଅନୁଗୁଳର ସୁଶାନ୍ତ ନାଏକ ମନୋନୀତ

You are currently viewing ଖୁସି ଖବର ! ଜାତୀୟ ଉସୁ ଜଜ୍ ଭାବେ ଅନୁଗୁଳର ସୁଶାନ୍ତ ନାଏକ ମନୋନୀତ

ଅନୁଗୁଳ: ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ ଶାରଳା ବିର୍ଲା ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ଉସୁ ବିଚାରକ ପ୍ରଶିକ୍ଷଣ ଏବଂ ପ୍ରମାଣପତ୍ର ପାଠ୍ୟକ୍ରମରେ ଓଡିଶାରୁ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଜାତୀୟସ୍ତରର ଉସୁ ଜଜ୍ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୁଳର ସୁଶାନ୍ତ ନାଏକ ମଧ୍ୟ ମନୋନୀତ ହୋଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ ଜିଲ୍ଲା ଉସୁ ଆସୋସିଏସନ, ଓଡିଶା ଉସୁ

ଆସୋସିଏସର ପ୍ରତିଷ୍ଠାତା ଏସ୍ ଏସ୍ ହରିଚନ୍ଦନ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ ସେଠ ଉପସ୍ଥିତ ଥିଲେ।

Share

Leave a Reply