୪ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍

ଅନୁଗୁଳ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକ୍‌ର ୪ଟି ପଞ୍ଚାୟତ ସମେତ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ରେମୁଆଁ ନୂଆସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବିକ୍ରମପୁର ଥାନା ଅନ୍ତର୍ଗତ ବଡ଼ଯୋରଡ଼ା ପଞ୍ଚାୟତର ସେଣ୍ଟ୍ରାଲ୍‌…

Continue Reading୪ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍

ମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ଅଧୀନରେ ଥିବା ହାଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏଣିକି ହାଟ ପରିବର୍ତେ ନିଜ ନିଜ ଇଲାକାରେ ପରିବା ବ୍ୟବସାୟୀମାନେ ସାମାଜିକ ଦୂରତ୍ଵ ବଜାୟ ରଖି ପସରା ଖୋଲିବାକୁ ପରାମର୍ଶ ଦିଆଯାଇଛି।…

Continue Readingମାଡ଼ି ଚାଲିଛି ସଂକ୍ରମଣ ଆର୍‌ଏମ୍‌ସି ହାଟ ବନ୍ଦ

ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଅନୁଗୁଳ : ବନ୍ତଳା ଥାନା ଇଲାକା ବଡହିଂସ ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡରେ ଗ୍ରାମର ଜିତେନ୍ଦ୍ର ବେହେରା ଓ ରଞ୍ଜନ ବେହେରାଙ୍କ ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ମୁତାବକ, …

Continue Readingଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ଅନୁଗୁଳ: ସାରା ଦେଶରେ ଅକ୍ସିଜେନ୍‌କୁ ନେଇ ହାହାକାର ସ୍ଥିତି । ଏହି ଅକ୍ସିଜେନ୍ ଅଭାବରୁ ହିଁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସମସ୍ତ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଆବଶ୍ୟକ…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା,ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଅନୁଗୁଳ: ସୋମବାର କେହି ଦୁର୍ବୃତ୍ତ ହଣ୍ଡପା ବନାଞ୍ଚଳ ଅଧିକାରୀଙ୍କ ନା' ନେଇ ବାମୁର ଅଗ୍ନିଶମ ବିଭାଗକୁ ଫେକ୍ ଫୋନ୍ କଲ୍ କରିଥିବା ଜଣାଯାଇଛି। ହଣ୍ଡପା ବନାଞ୍ଚଳର ଏନ୍ଏଚ୍-୫୫ ପାର୍ଶ୍ବରେ ଥିବା କାଳିଆ ହୋଟେଲ୍‌ ପଛପାଖ ଜଙ୍ଗଲରେ ନିଆଁ ଲାଗିଥିବା ଦର୍ଶାଇ ଏକ…

Continue Readingରେଞ୍ଜର୍‌ଙ୍କ ନାମରେ ଦମକଳ ଅଫିସ୍‌କୁ ଫେକ୍ କଲ

ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ

ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସଏକାଡେମୀର ପରିଚାଳନା ନିର୍ଦ୍ଦେଶକ ତଥା ସମାଜସେବୀ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।ଗତ ଏକ ସପ୍ତାହ ଧରି ସେ ଅସୁସ୍ଥ…

Continue Readingଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ

ତାଳଚେରରେ ଆର୍‌ଟିପିସିଆର୍ ଟେଷ୍ଟିଂ ଦାବି

ଅନୁଗୁଳ: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ କୋଭିଡ୍ ଚିହ୍ନଟ ପାଇଁ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ବେଳେ ଆରଟିପିସିଆର୍ ପରୀକ୍ଷା କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…

Continue Readingତାଳଚେରରେ ଆର୍‌ଟିପିସିଆର୍ ଟେଷ୍ଟିଂ ଦାବି

କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏହି ଟିମ୍ ସିଡିଏମ୍‌ଓ ଡା. ଅଭୟ କୁମାର ଦାଶ…

Continue Readingକରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କଲା ବିଜେପି

ଅନୁଗୁଳରେ ପହଞ୍ଚିଲେ ୯୦ ପ୍ରବାସୀ,ସମସ୍ତଙ୍କର ହେଲା ଆଣ୍ଟିଜେନ୍ ଟେଷ୍ଟ, ୫ ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରବିବାର ଟ୍ରେନ୍ ଯୋଗେ ୯୦ ଜଣ ପ୍ରବାସୀ ଜିଲ୍ଲାରେ ପହଞ୍ଚିଛନ୍ତି । କଲିକତାରୁ ଆସିଥିବା ଏହି ଟ୍ରେନ୍ ଭୋର୍ ସାଢ଼େ ୪ଟା ବେଳେ ଅନୁଗୁଳ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲା। ଏଠାରେ…

Continue Readingଅନୁଗୁଳରେ ପହଞ୍ଚିଲେ ୯୦ ପ୍ରବାସୀ,ସମସ୍ତଙ୍କର ହେଲା ଆଣ୍ଟିଜେନ୍ ଟେଷ୍ଟ, ୫ ପଜିଟିଭ୍ ଚିହ୍ନଟ

କ୍ରମାଗତ ସରକାରୀ ଅବହେଳାର ପ୍ରତିବାଦ

ଅନୁଗୁଳ: କ୍ରମାଗତ ସରକାରୀ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରାଣୀ ଚିକିତ୍ସକ। ରବିବାରଠୁ ସେମାନେ ଡିଜିଟାଲ୍ ସେବାକୁ ବର୍ଜନ କରିଛନ୍ତି। ପ୍ରାଣୀ ଚିକିତ୍ସକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ସହିତ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି…

Continue Readingକ୍ରମାଗତ ସରକାରୀ ଅବହେଳାର ପ୍ରତିବାଦ