ଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…
ଅନୁଗୁଳ: ଅନୁଗୁଳ ବ୍ଳକ୍ ବନ୍ତଳା ଥାନା ଅନ୍ତର୍ଗତ କଂଜା ଗ୍ରାମରେ ଗତ ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଭସ୍ମୀଭୂତ ହୋଇଯାଇଛି । କଂଜା ଗାଁର ସ୍ଵର୍ଗତ ରବି ଦେହୁରୀଙ୍କ ଘରେ ତାଙ୍କ ପତ୍ନୀ…
ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ ମଦନମୋହନପୁର ଓ ଲାଙ୍ଗିଯୋଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଗତ କାଲି ପ୍ରଦାନ କରାଯାଇଛି । ଏମସିଏଲର…
ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ' ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ୪ଟି…
ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ସନ୍ତୋଷ କୁମାର ପ୍ରଧାନ,…
ଅନୁଗୁଳ: ତାଳଚେର ଥର୍ମାଲ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ବେକରେ କଟାଦାଗ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଏକ ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ କରାଯାଇଛି । ଏଠାରେ ସ୍ପିରିଟରେ ରଙ୍ଗ ଓ ଫ୍ଲେଭର ଦିଆଯାଇ ବିଭିନ୍ନ ବ୍ରାଣ୍ଡର…
ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…
ଅନୁଗୁଳ: ବାଲି ଚୋରା ଚାଲାଣ କରୁଥିବା ୨ଟି ହାଇୱାକୁ ଅନୁଗୁଳ ଟାଉନ ପୁଲିସ ବୁଧବାର ସକାଳେ ପିଟିସ ହାଇସ୍କୁଲ ସମ୍ମୁଖରୁ ଜବତ କରିଛି। ଏହା ସହ ୨ ହାଇୱା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ପୁଲିସ…
ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍ ସମ୍ମୁଖରୁ ଜଣେ ପୂର୍ବତନ…