ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ଅନୁଗୁଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ କିରାଣୀ ରୋହିତାଶ୍ଵ ବାଗଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି l ଆରଡବ୍ଲ୍ୟୁଏସଏସ…

Continue Readingଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ଅନୁଗୁଳ: କେନ୍ଦ୍ର କ୍ରୀଡ଼ା ଏବ˚ ଯୁବ ସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୁଳ ସହାୟତାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ୫୦ରୁ…

Continue Readingନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଅନୁଗୁଳ: ରାଜ୍ୟରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପ୍ରଦାନ କରିବାକୁ ସରକାର ଆଉ ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏଣିକି ପ୍ରତି ବର୍ଷ ନିଜର ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଜନ ପ୍ରତିନିଧି…

Continue Readingପ୍ରତି ବର୍ଷ ସଂପତ୍ତି ତାଲିକା ଦେବେ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ

ଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଆଙ୍କୁଲା ଗ୍ରାମ ରେ ଚାଲିଥିବା ୧୯ ବର୍ଷରୁ କମ୍‌ ମା’ବ୍ରାହ୍ମଣୀଦେବୀ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ଆୟୋଜକ ଆଙ୍କୁଲା କୁ ହରାଇ ତୁରଙ୍ଗ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। ଆଙ୍କୁଲା ପ୍ରଥମେ…

Continue Readingଏମ୍‌ବିସିସି କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦଯାପିତ

ସୁଜୁକି ସୋ’ରୁମ୍‌ରେ ନିଆଁ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲାସ୍ଥିତ ସୁଜୁକି ସୋ’ରୁମ୍‌ରେ ରବିବାର ରାତିରେ ଅଗ୍ନିକାଣ୍ତ ଘଟିଛି। ସଟ୍‌ସର୍କିଟ୍‌ ଯୋଗୁଁ ସୋ’ରୁମ୍‌ର ଵାର୍କସପ୍‌ର ଏଣ୍ଟ୍ରି ପଏଣ୍ଟରେ ନିଆଁ ଲାଗିଯାାଇଥିଲା। କିଛି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।…

Continue Readingସୁଜୁକି ସୋ’ରୁମ୍‌ରେ ନିଆଁ

ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

ଅନୁଗୁଳ: ଜମିଜମା ଅଧିଗ୍ରହଣ ଜନିତ ସମସ୍ୟା କାରଣରୁ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ଆହୁରି ୩ ବର୍ଷ ବିଳମ୍ବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ରେଳପଥ ନିର୍ମାଣ ବ୍ୟୟ ଅଟ୍ଟକଳ ୮୦୬…

Continue Readingବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

ପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୫୦୦ରୁ ଅଧିକ ଘରୋଇ ପାଥୋଲାବ୍‌ ରହିଛି। ଏମାନେ ଡାକ୍ତରଙ୍କ ଚିଠା ମୁତାବକ ବିଭିନ୍ନ ପ୍ରକାର ଟେଷ୍ଟ ଯଥା ମଳ, ମୂତ୍ର, ଗର୍ଭ, ଧାତୁ, ସୁଗାର, ଲିଭର ଫଙ୍କସନ୍‌ ଟେଷ୍ଟ, କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ ଏବ˚ ଅନ୍ୟାନ୍ୟ ରକ୍ତ…

Continue Readingପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ତାଳଚେର ନିର୍ବାଚନ ମଣ୍ତଳିରେ ବିଜେଡି ପ୍ରତିଷ୍ଠା ଦିବସ

ଅନୁଗୁଳ: ତାଳଚେର ଜଗନ୍ନାଥ କଲ୍ୟାଣ ମଣ୍ତପଠାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ବ୍ରଜକିଶୋାର ପ୍ରଧାନ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।…

Continue Readingତାଳଚେର ନିର୍ବାଚନ ମଣ୍ତଳିରେ ବିଜେଡି ପ୍ରତିଷ୍ଠା ଦିବସ

ବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ବ୍ଳକ ବ୍ଲକ ବସଲା ପଞ୍ଚାୟତ ଲୋକେଇପଶି ଗ୍ରାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିଲା। ଗ୍ରାମର ସଭାପତି ନିରୋଦ…

Continue Readingବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…

Continue Readingଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା