ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି…

Continue Readingଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ନିର୍ମାଣାଧୀନ ସଭାଘରୁ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍‌ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ…

Continue Readingନିର୍ମାଣାଧୀନ ସଭାଘରୁ ଚୋରି

୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଅନୁଗୁଳ: ଗତ ୨୦ ତାରିଖରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ଅର‌୍‌ଆଇ ୟୁନିଟ୍‌ ବନ୍ଦ ରହିଛି। ଅନୁଗୁଳ ମେଡିକାଲ୍‌ର ଜଣେ ପୂର୍ବତନ ଅଧିକାରୀଙ୍କ ପ୍ରତିକୂଳ ଲିଖିତ ମନ୍ତବ୍ୟ ଆଧାରରେ କୌଣସି ଡାକ୍ତର ଏମ୍‌ଆର‌୍‌ଆଇ କରିବାକୁ ସୁପାରିଶ କରୁନାହାନ୍ତି। ଫଳରେ…

Continue Reading୬ ଦିନ ହେବ ଏମ୍‌ଆର‌୍‌ଆଇ ସେବା ବନ୍ଦ

ଦୁଇ ଦୂର୍ବୃତ୍ତଙ୍କ ଖାସୀ ଚୋରି ଉଦ୍ୟମ ଫସର ଫାଟିଲା

ଅନୁଗୁଳ: ଦୁଇ ଜଣ ଯୁବକ ଖାସୀ ଚୋରି କରି ନୂଆ ବର୍ଷ ପାଳିବାକୁ ଯୋଜନା କରିଥିବାବେଳେ ଏହା ଫସର ଫାଟି ଯାଇଛି। କାରରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରୁ ଦୁଇଟି ଛେଳି ଉଠାଇ ଆଣିଥିଲେ ହେଁ, ଲୋକ ଗୋଡାଇବାରୁ ଅନୁଗୁଳ…

Continue Readingଦୁଇ ଦୂର୍ବୃତ୍ତଙ୍କ ଖାସୀ ଚୋରି ଉଦ୍ୟମ ଫସର ଫାଟିଲା

ଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର…

Continue Readingଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍‌ଲାଇନ୍‌ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…

Continue Readingଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ

ସାର୍ଥକ ଷଡ଼ଙ୍ଗୀ ଅନୁଗୁଳ ଡିଆଇଜି

ଅନୁଗୁଳ: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୩ଟି ଜିଲ୍ଲାରେ ସରକାର ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସି˚ହ ଭୋଳଙ୍କୁ ସମ୍ବଲପୁର…

Continue Readingସାର୍ଥକ ଷଡ଼ଙ୍ଗୀ ଅନୁଗୁଳ ଡିଆଇଜି

ମହଙ୍ଗା ପଡିଲା ବାଇକ୍ ଚୋରି

ଅନୁଗୁଳ: ମେଡିକାଲ୍‌ ପରିସରରୁ ବାଇକ୍‌ ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୟ ଲୋକ କାବୁ କରି ନିର୍ଧୂମ ଛେଚିବା ସହ ପୁଲିସ୍‌ରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ତାଳଚେର ଅଞ୍ଚଳର। ପୁଲିସ୍‌ ତାଙ୍କୁ ଥାନାରେ ଅଟକ…

Continue Readingମହଙ୍ଗା ପଡିଲା ବାଇକ୍ ଚୋରି

ଶିରିଗିଡ଼ାରେ କ୍ରିକେଟ୍‌ ଟୁର୍ନାମେଣ୍ଟ

ତାଳଚେର: ତାଳଚେର ବ୍ଲକ୍‌ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅ˚ଶଗ୍ରହଣ କରିଥିଲେ। ଫାଇନାଲ୍‌ ମ୍ୟାଚରେ ଆୟୋଜକ ସିରିଗିଡ଼ା…

Continue Readingଶିରିଗିଡ଼ାରେ କ୍ରିକେଟ୍‌ ଟୁର୍ନାମେଣ୍ଟ

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ଅନୁଗୁଳ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ମଙ୍ଗଳବାର ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲ‌ୋଚନା ବେଳେ…

Continue Readingଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା