୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ

ଅନୁଗୁଳ: ବ୍ୟବସାୟ ପାଇଁ ଧାର ନେଇ ଟଙ୍କା ଫେରାଇ ନ ଥିବା ଅଭିଯୋଗରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଉପେନ୍ଦ୍ର କୁମାର ମହାନ୍ତି ଦୁଇ ବ୍ୟକ୍ତିଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।…

Continue Reading୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅନୁଗୁଳରୁ ବ୍ୟବସାୟୀ ଗିରଫ

ଅଟୋ ଉପରେ ଚଢ଼ିଗଲା କାର :  ୩ ମୃତ ୨ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକ ମାନେ ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ଗ୍ରାମର ବୋଲି ଜଣାପଡିଛି। ସୂଚନା…

Continue Readingଅଟୋ ଉପରେ ଚଢ଼ିଗଲା କାର :  ୩ ମୃତ ୨ ଗୁରୁତର

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ସ୍ଥାନୀୟ ହୋଟେଲ ଲକ୍ଷ୍ମୀ ପ୍ରିମିୟମ୍‌ରେ ଏକ ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ଜୈନ୍ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଦ୍ଵାରା ବ୍ୟାଙ୍କିଙ୍ଗ କର୍ମଶାଳା ଆୟୋଜନ

ଶ୍ରୀଲେଦରସ୍ ଓ ଜିମକୁ ଜରିମାନା

ଅନୁଗୁଳ: ସ୍ଥାନୀୟ ହେମସୁରପଡା ଅଞ୍ଚଳରେ ଗତକାଲି ନୂଆ କରି ଖୋଲିଥିବା ଶ୍ରୀଲେଦରସ୍ ଦୋକାନ ଆଗରେ ଅଳିଆ ଜମା କରିବା, ବିନା ଟ୍ରେଡ ଲାଇସେନ୍ସରେ ବେପାର କରିବା ଅଭିଯୋଗରେ ପୌରପାଳିକା ପକ୍ଷରୁ ଆଜି ପାଞ୍ଚ ହଜାର ଟଙ୍କା ଫାଇନ କରାଯାଇଛି। ସେହିଭଳି ସେହି…

Continue Readingଶ୍ରୀଲେଦରସ୍ ଓ ଜିମକୁ ଜରିମାନା

ଧାନ ଫସଲରେ ଅଜଣା କୀଟ!

ଅନୁଗୁଳ: ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଧାନ ଚାଷ ଉପରେ ଏବେ ଅଜଣା କୀଟ ଆକ୍ରମଣ କରିଛି। ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ଏହି ରୋଗରେ ଧାନ ଗଛ ଗୁଡିକ ଅଗ୍ରଭାଗରୁ ଉକ୍ତ କୀଟ କାଟି ପକାଉଛି। ଯେଉଁ…

Continue Readingଧାନ ଫସଲରେ ଅଜଣା କୀଟ!

ସାଇବର ଠକେଇ: ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଅନୁଗୁଳ: ଏପିକେ ଫାଇଲ ପଠାଇ ଜଣେ ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାରେ ଠକେଇ କରାଯାଇଛି। ସୂଚନା ଅନୁସାରେ, ଗତକାଲି ତାଙ୍କ ନିକଟକୁ ଏକାଧିକ ଏପିକେ ଫାଇଲ ପଠାଯାଇଥିଲା, ଯେଉଁଥିରୁ କିଛି ଫାଇଲ ଡାଉନଲୋଡ ହୋଇଯାଇଥିଲା। ଏହାପରେ ତାଙ୍କର ଦୁଇଟି ବ୍ୟାଙ୍କ ଖାତାରୁ ପର୍ଯ୍ୟାୟକ୍ରମେ…

Continue Readingସାଇବର ଠକେଇ: ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ପ୍ରତିଭା ସମ୍ମାନ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଛି। ଆଜି ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ୨୨ତମ ଗୁରୁ ପୂଜନ ଓ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ପ୍ରତିଭା ସମ୍ମାନ ଉତ୍ସବ ଆୟୋଜିତ

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ଅନୁଗୁଳ: ମହାନ୍ ଜନନାୟକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି ଅବସରରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ…

Continue Readingଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ବାଣୀରୂପା ଷ୍ଟଡି ସେଣ୍ଟରରେ ଗୁରୁ ଦିବସ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାଣୀରୂପା ଷ୍ଟଡି ସେଣ୍ଟରରେ ଗୁରୁ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ସେଣ୍ଟର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ପଟ୍ଟନାୟକ, ସମସ୍ତ ଶିକ୍ଷକ ଏବଂ ସମସ୍ତ ବିଭାଗର ଅଧ୍ୟାପକ ମାନେ ଯୋଗ ଦେଇଥିଲେ। ଗୁରୁ ଦିବସ…

Continue Readingବାଣୀରୂପା ଷ୍ଟଡି ସେଣ୍ଟରରେ ଗୁରୁ ଦିବସ

ରାଜ୍ୟରେ ପ୍ରଥମ: ସାଇବର ଅପରାଧ ଓ ଆର୍ଥିକ ଠକେଇ ନିରାକରଣ ଉପରେ ତାଲିମ ଶିବିର

ଅନୁଗୁଳ: ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରାଜ୍ୟରେ ପ୍ରଥମଥର ପାଇଁ ସାଇବର ଅପରାଧ ଓ ଆର୍ଥିକ ଠକେଇ ମୁକାବିଲା କରିବା ପାଇଁ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ…

Continue Readingରାଜ୍ୟରେ ପ୍ରଥମ: ସାଇବର ଅପରାଧ ଓ ଆର୍ଥିକ ଠକେଇ ନିରାକରଣ ଉପରେ ତାଲିମ ଶିବିର