ଅନୁଗୁଳରେ ଟିକାକରଣ ଆରମ୍ଭ

ଅନୁଗୁଳ : ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଶନିବାର ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା…

Continue Readingଅନୁଗୁଳରେ ଟିକାକରଣ ଆରମ୍ଭ

ସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ଅନୁଗୁଳ: ପ୍ରତିଦିନ କେଉଁଠି ନା କୋଉଠି ଭିଜିଲାନ୍ସ ରେଡ୍‌ ହେଉଛି। ଧରା ପଡୁଛନ୍ତି ସରକାରୀ କର୍ମଚାରୀ। ପିଅନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଲାଣି ତ ପାଠକ ଭଳି ବଡ଼ ବଡ଼ ଅଧିକାରୀଙ୍କ ଘରୁ ଶହଶହ କୋଟି। ଅଭିଯୁକ୍ତମାନେ ଗିରଫ…

Continue Readingସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

ବେଧଡ଼କ ଚାଲିଛି ସାଇବର ଠକେଇ

ଅନୁଗୁଳ: ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଠକ। ନୂଆ ନୂଆ ଉପାୟ ଆପଣାଇ ଆଖି ପିଛୁଳାକେ ଖାଲି କରୁଛନ୍ତି ଲୋକଙ୍କ ଆକାଉଣ୍ଟ। କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ବେଳେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଶିଳ୍ପନଗରୀ…

Continue Readingବେଧଡ଼କ ଚାଲିଛି ସାଇବର ଠକେଇ

ପୁଟଗାଡ଼ିଆ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ

ଛେଣ୍ତିପଦା: ମଙ୍ଗଳବାର ଛେଣ୍ତିପଦା ବ୍ଲକ୍‌ କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପୁଟଗାଡ଼ିଆ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରାଯାଇଛି। ଗ୍ରାମର ୧ରୁ ୧୦ ବର୍ଷ ବୟସର ସମସ୍ତ କନ୍ୟା ସନ୍ତାନଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇଛି।…

Continue Readingପୁଟଗାଡ଼ିଆ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ: କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍‌ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର‌୍‌ଙ୍କୁ ପୁଲିସ୍‌  ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍‌ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି…

Continue Readingସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ ବସ୍‌ଷ୍ଟାଣ୍ତରେ ହେବ ସ୍ମାର୍ଟ ଶୌଚାଳୟ

ଅନୁଗୁଳ: ଅନୁଗୁଳ ପୌରପାଳିକା ଆଜି ସୁଦ୍ଧା ସମ୍ପୂର୍ଣ୍ଣ ମଳମୁକ୍ତ ଅଞ୍ଚଳ ହୋଇପାରୁନାହିଁ। ବିଶେଷ କରି ବସ୍‌ଷ୍ଟାଣ୍ତରେ ଥିବା ଶୌଚାଳୟ ଏଠାକୁ ଦୈନିକ ଆସୁଥିବା ଶତାଧିକ ଯାତ୍ରୀଙ୍କୁ ଯଥେଷ୍ଟ ସେବା ଯୋଗାଇ ପାରୁନାହିଁ। ବିଭିନ୍ନ ଘରୋଇ ସ˚ଗଠନ ପକ୍ଷରୁ ନିର୍ମିତ ପରିଶ୍ରାଗାରର ଅବସ୍ଥା…

Continue Readingଅନୁଗୁଳ ବସ୍‌ଷ୍ଟାଣ୍ତରେ ହେବ ସ୍ମାର୍ଟ ଶୌଚାଳୟ

ଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍‌କୋନଗର ଥାନା ପୁଲିସ୍‌। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତକୁ ପାଟ୍ରୋଲି˚…

Continue Readingଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଘର ପୋଡ଼ିଦେଲା ମଦ୍ୟପ ପୁଅ

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସୂଚନା ମୁତାବକ, ଭରତପୁର…

Continue Readingଘର ପୋଡ଼ିଦେଲା ମଦ୍ୟପ ପୁଅ

ସୁପର ବଜାର ପାଇଁ ଜମି ଖୋଜା ଚାଲିଛି

ଅନୁଗୁଳ: ଗୋଟିଏ ଛାତ ତଳେ ତେଜରାତି ଦୋକାନଠାରୁ ଲେଡିଜ୍‌କର୍ଣ୍ଣର, କ୍ରୀଡ଼ା ଉପକରଣ ଠାରୁ କୁଣ୍ତା ଦୋକାନ। ମିଠା ଦୋକାନ, ଫଳ ଦୋକାନ, ଓମ୍‌ଫେଡ୍‌ ପାର୍ଲର, ଏଟିଏମ୍‌ ସବୁ କିଛି ଥିବ। ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ବି ବ୍ୟବସ୍ଥା…

Continue Readingସୁପର ବଜାର ପାଇଁ ଜମି ଖୋଜା ଚାଲିଛି

କେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ପ୍ରାୟ ୧୪ କିଲୋମିଟରର କେରଜାଙ୍ଗ-ଅନୁଗୁଳ ଦୋହରା ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍‌ ଗତି କରିପାରିବ ବୋଲି ରେଳବାଇ ସୁରକ୍ଷା ଅଧିକାରୀ ସବୁଜ ସ˚କେତ ଦେଇଛନ୍ତି। ସେହିଭଳି ତାଳଚେର-ସମ୍ବଲପୁର ଦୋହରା ରେଳପଥର ୧୬୮ କିଲୋମିଟରରୁ…

Continue Readingକେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା