ଡିଜେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ
ଅନୁଗୁଳ: ସହର ଉପକଣ୍ଠ କୁରୁଡୁଲୁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ଡିଜେ ସାଉଣ୍ଡ ସହ ଗାଡ଼ି କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ,…
ଅନୁଗୁଳ: ସହର ଉପକଣ୍ଠ କୁରୁଡୁଲୁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ଡିଜେ ସାଉଣ୍ଡ ସହ ଗାଡ଼ି କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ,…
ଅନୁଗୁଳ: ଜିଲ୍ଲାରେ କରେନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଛି। ଗତ କିଛି ମାସ ମଧ୍ୟରେ ଏହା ସର୍ବନିମ୍ନ ସ˚କ୍ରମଣ। ଗତ ୧୪ ତାରିଖରେ ୨୬ ଜଣ କରୋନା ସ˚କ୍ରମିତ ହୋଇଥିବା ବେଳେ ୧୫ ତାରିଖ ଦିନ ୧୬ ଜଣ, ୧୬…
ଛେଣ୍ଡିପଦା: ଆସନ୍ତା ୨୦ ତାରିଖରେ ଛେଣ୍ଡିପଦାରେ ହେବାକୁ ଥିବା ସିଙ୍ଗ୍ରାଣି କୋଇଲା ଖଣି ନିମନ୍ତେ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଛେଣ୍ଡିପଦା ଜଙ୍ଗଲ, ଥଳିପଶି, କରଡ଼ାବାହାଳ ଗ୍ରାମରେ ଏହି କୋଇଲା ଖଣି ସ୍ଥାପନ ହେବାକୁ ଥିବା…
ଅନୁଗୁଳ: ଓଡ଼ିଶାରେ କରୋନାଠାରୁ ସଡ଼କ ଦୁର୍ଘଟଣା ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୪ରୁ ୨୦୧୯ ଭିତରେ ୩୬ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଥିବାରୁ ସୁପ୍ରିମ୍ କୋର୍ଟର ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ସଡ଼କ ସୁରକ୍ଷା ପରିଚାଳନା ପ୍ରତି ଅସନ୍ତୋଷ ବ୍ୟକ୍ତ…
ଅନୁଗୁଳ: କୋଭିଡ୍ କଟକଣା ଯୋଗୁଁ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ ସ˚ଗ୍ରହ କମିଛି। ତେବେ କଟକଣା କୋହଳ ପରେ ରାଜସ୍ବ ସ˚ଗ୍ରହ ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ନଭେମ୍ବର ମାସରେ ୩ ପ୍ରତିଶତ ବଢ଼ିଥିବା…
ବନ୍ତଳା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ଗଣ୍ତରେ ଶନିବାର ପହଞ୍ଚିଛି ୪ଟି ନୂତନ ବୋଟ୍। ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବୋଟ୍ ପ୍ରଦାନ କରାଯାଇଛି। ଏଥିରେ ୨୦ ସିଟ୍ ବିଶିଷ୍ଟ…
ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।…
ବଅଁରପାଳ: ତାଳଚେର ଅଞ୍ଚଳରୁ ବେଆଇନ୍ ଭାବରେ ବାଲି,ପଥର ଚାଲାଣ ବେଳେ ତିନିଟି ହାଇ ବଅଁରପାଳ ତହସିଲ ପ୍ରଶାସନ ହାତରେ | ଧରାପଡ଼ିଛି । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଶନିବାର ପୂର୍ବାହ୍ନରେ ନାଲକୋ ଗିରାଟ ରାସ୍ତାରେ ଦୁଇଟି ବାଲି ବୋଝେଇ, ଗୋଟିଏ…
ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ପୁସ୍ତକ ମେଳା କମିଟିର ଏକ…
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଠାରେ ଶୁକ୍ରବାର ଏକ ଲୁଟପାଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ…