ମାପ ଓଜନ ବିଭାଗ ପକ୍ଷରୁ ସୁନା ଦୋକାନରେ ଚଢ଼ଉ
ଅନୁଗୁଳ: ଅନୁଗୁଳ ଉପଖଣ୍ତ ମାପ ଓ ଓଜନ ବିଭାଗର ଭ୍ରାମ୍ୟମାଣ ସ୍କ୍ବାଡ୍ ପକ୍ଷରୁ ଅନୁଗୁଳ ସହରର ୧୩ଟି ସୁନାଗହଣା ଦୋକାନରେ ବୁଧବାର ଅତର୍କିତ ଚଢ଼ଉ କରାଯାଇଥିଲା। ମୋଟ ୧୩ ଜଣ ଦୋକାନୀଙ୍କ ଠାରୁ ମାପ ଓଜନ ଯନ୍ତ୍ର ପଞ୍ଜିକରଣର ନବୀକରଣ କରାଇନଥିବାରୁ…
ଅନୁଗୁଳ: ଅନୁଗୁଳ ଉପଖଣ୍ତ ମାପ ଓ ଓଜନ ବିଭାଗର ଭ୍ରାମ୍ୟମାଣ ସ୍କ୍ବାଡ୍ ପକ୍ଷରୁ ଅନୁଗୁଳ ସହରର ୧୩ଟି ସୁନାଗହଣା ଦୋକାନରେ ବୁଧବାର ଅତର୍କିତ ଚଢ଼ଉ କରାଯାଇଥିଲା। ମୋଟ ୧୩ ଜଣ ଦୋକାନୀଙ୍କ ଠାରୁ ମାପ ଓଜନ ଯନ୍ତ୍ର ପଞ୍ଜିକରଣର ନବୀକରଣ କରାଇନଥିବାରୁ…
ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ…
ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍ସିଏଲ୍ କର୍ମଚାରୀଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍ ପ୍ରଧାନ ନାମକ…
ତାଳଚେର: ବିକାଶ ଫାଉଣ୍ତେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପିଏମ୍ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ଏହି ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ନାମେଣ୍ଟରେ ଅନୁଗୁଳ ଓ ଢେଙ୍କାନାଳ…
ଅନୁଗୁଳ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଛାତ୍ର କ˚ଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କଠାରେ ଜୋତା ପଲିସ୍ କାମ କରାଯାଇଥିଲା।ନବୀନ ସରକାରରେ ଦାରିଦ୍ର୍ୟ ଓ ବେକାରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ଶିକ୍ଷିିତ ଯୁବକମାନେ ବେକାର ହୋଇ…
ଅନୁଗୁଳ: କଟକରେ ନକଲି ଚା’ର ରାକେଟ୍ ଧରାପଡ଼ିବା ପରେ ଏହା ଉପରେ ସ୍ଥାନୀୟ ପୁଲିସ୍ ତଦନ୍ତକୁ ଜୋର୍ଦାର କରିଛି। କଟକରୁ ଏହି ନକଲି ଚା’ ସାରା ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଅନୁଗୁଳର କେବଳ ପୌରପାଳିକା ଅଞ୍ଚଳରେ ୯୦ରୁ ୧୦୦ ଚା ଦୋକାନ…
ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ,…
ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ…
ଅନୁଗୁଳ: କରୋନା ଯୋଗୁଁ ବଦଳି ଯାଇଛି ସମାଜର ଛବି। ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ୍ରେ ଶିକ୍ଷାଦାନ ଆରମ୍ଭ ହୋଇଛି ରବିବାରରେ। ଗତ ୮ ମାସ ଧରି ସ୍କୁଲ୍ ବନ୍ଦ ରହିବା ପରେ ଏବେ ଖୋଲିଛି। ସରକାରଙ୍କ ନିର୍ଦ୍ଦେଶ ଶହେ ଦିନ…
ତାଳଚେର: ତାଳଚେର ମେଡିକାଲ୍ କଲେଜ ନିର୍ମାଣ ହେବାର ଦୀର୍ଘ ଦିନ ପରେ ମଧ୍ଯ ଏହା ଖୋଲୁ ନଥିବାରୁ ତାଳଚେର ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିରବ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କମିଟିର ଆବାହକ ଭଗବାନ…