ଧରାପଡିଲେ ଗୋ-ଚାଲାଣକାରୀ
ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍। ତାଳଚେର ଥାନା ପୁଲିସ୍ ସୋମବାର ଭୋର୍ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…
ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍। ତାଳଚେର ଥାନା ପୁଲିସ୍ ସୋମବାର ଭୋର୍ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…
ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର…
ଅନୁଗୁଳ: ଅନୁଗୁଳ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନକୁ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…
ଅନୁଗୁଳ : ତାଳଚେରରୁ ଟ୍ରକ୍ ପରିବର୍ତ୍ତେ ଟ୍ରେନ୍ ଯୋଗେ କୋଇଲା ପରିବହନ କୁ ବିରୋଧ କରିଛି ଟ୍ରକ୍ ମାଲିକ ସଂଘ। ସୋମବାର ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ…
ଅନୁଗୁଳ: ଅନୁଗୁଳ ବ୍ଲକ୍ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର…
ଅନୁଗୁଳ: ଅନୁଗୁଳ ସମେତ ଓଡିଶାର ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼, ଜଗତସିଂହପୁର,…
ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର…
ଅନୁଗୁଳ: ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦକୁ ଛାଡିଦେଲେ ଅନ୍ୟ ସମସ୍ତ ପଦ ପାଇଁ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ସମ୍ପାଦକ…
ଅନୁଗୁଳ: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପାଠପଢା। ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀ ୫୦…
ଅନୁଗୁଳ : କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରି ଦଫା ଦାବିନେଇ ଶୁକ୍ରବାର ସନ୍ଧ୍ୟାରୁ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ରହିଛି ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ଥଇଥାନ,…