ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅନୁଗୁଳ: ଆଜି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କରପଇତାଲାଗି ନୀତି ଅନୁଷ୍ଠିତ ହେବାକୁ ଥ‌ିବା ବେଳେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ଅପରାହ୍ନରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦ୍ଵିତୀୟ ଭୋଗମଣ୍ଡପ…

Continue Readingଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ୭୯ତମ ବାର୍ଷିକୋତ୍ସବ ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ଡ ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଲେଖକ ଦାସ ବେନହୁର…

Continue Readingବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ଆନୁକୁଲ୍ୟରେ ଏକ ଖୋଖୋ ତାଲିମ କେନ୍ଦ୍ର ଆଭାସି ମୋଡରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି ସମାରୋହରେ ଉପଜିଲ୍ଲାପାଳ ମାୟାଧର…

Continue Readingଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନରେ ଖରା ଯୋଗୁ ଗଲାଣି ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଟାଙ୍ଗିରି ଗାଁରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତ ହେଲେ ଟାଙ୍ଗିରି ଗାଁର ଉଦ୍ଧବ ବେହେରା(୬୦)। ସୂଚନା ଅନୁଯାୟୀ, ଉଦ୍ଧବ ବେହେରା ଓ ତାଙ୍କ ସ୍ତ୍ରୀ ଯମୁନା ବେହେରା…

Continue Readingଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନରେ ଖରା ଯୋଗୁ ଗଲାଣି ଦୁଇ ଜଣଙ୍କ ଜୀବନ

ସର୍ଟସର୍କିଟରୁ ଜଳିଗଲା ଘର: ପୋଡ଼ିଗଲେ ୧୦ ଛେଳି, ଗ୍ୟାସ ସିଲିଣ୍ଡର ଫାଟି ଏକାଧିକ ଗୁରୁତର

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପାଉଁଶ ହୋଇଯାଇଛି। ଏଥିସହ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଏକାଧିକ ଲୋକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତ କାଲି ରାତିରେ ବଲଙ୍ଗ ଗାଁର…

Continue Readingସର୍ଟସର୍କିଟରୁ ଜଳିଗଲା ଘର: ପୋଡ଼ିଗଲେ ୧୦ ଛେଳି, ଗ୍ୟାସ ସିଲିଣ୍ଡର ଫାଟି ଏକାଧିକ ଗୁରୁତର

ଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

ଅନୁଗୁଳ: ଓସିଏ ପକ୍ଷରୁ ଗତ ୧୬ ତାରିଖ ଠାରୁ ଆନ୍ତଃ ଜିଲ୍ଲା ମହିଳା୨୦-୨୦ କ୍ରିକେଟ ପ୍ରତିଯୋଗିତା lର ପ୍ରିଲିମିନାରୀ ରାଉଣ୍ଡ ଆରମ୍ଭ ହୋଇଛି। ଓଡ଼ିଶାର ବଛା ବଛା ଷ୍ଟାଡିୟମ୍ ତଥା ଖେଳପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି। କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼,…

Continue Readingଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା! ବିନା ଫଳକରେ ରାସ୍ତା କାମ, ସପ୍ତାହକରେ ଗୋଡ଼ି-ସିମେଣ୍ଟ ଅଲଗା

ଅନୁଗୁଳ:ବିନା ଫଳକରେ ହେଉଛି ରାସ୍ତା କାମ। ନିର୍ମାଣର ସପ୍ତାହେ ଭିତରେ ଧୋଇଗଲା କଂକ୍ରିଟ ରାସ୍ତା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ପଞ୍ଚାୟତରେ ଏମିତି ରାସ୍ତା କାମ ହୋଇଛି। ଯାହାକୁ ନେଇ ତାତିଛନ୍ତି ଅଞ୍ଚଳବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଜାର ସାହିରେ…

Continue Readingଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା! ବିନା ଫଳକରେ ରାସ୍ତା କାମ, ସପ୍ତାହକରେ ଗୋଡ଼ି-ସିମେଣ୍ଟ ଅଲଗା

୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ହୋଇଛି। ୩୧ ତମ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ପାରାୟଣ ପରିଷଦ ଓ…

Continue Reading୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦ ସହ ଅନ୍ୟାନ୍ୟ ଦାବି: ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ନିରୀକ୍ଷକଙ୍କୁ ଦାବିପତ୍ର

ଅନୁଗୁଳ: ସାରା ଓଡ଼ିଶା ପ୍ରତିବାଦ ଦିବସ ଉପଲକ୍ଷେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଆହ୍ଵାନରେ ସମସ୍ତ ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦରେ ଶନିବାର ସଂଗଠନର ଜିଲ୍ଲା କମିଟି ଉଦ୍ୟୋଗରେ ରାଣୀଗୋଡ଼ା ଛକ ଠାରୁ ଅନୁଗୁଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବା ସହ ଷ୍ଟେସନ…

Continue Readingଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦ ସହ ଅନ୍ୟାନ୍ୟ ଦାବି: ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ନିରୀକ୍ଷକଙ୍କୁ ଦାବିପତ୍ର

ବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁମ୍ଭାରସାହିରେ ଶନିବାର ସକାଳେ ବିଲରେ କାମ କରୁଥିବା ବେଳେ ଜଣେ ମହିଳା ଚାଷୀଙ୍କ ମୃତ୍ୟୁ ହୋଇଛି। ପ୍ରବଳ ଖରା ଯୋଗୁ ଅଂଶୁଘାତରେ ମହିଳାଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଛେଣ୍ଡିପଦା ଥାନା…

Continue Readingବିଲରେ କାମ କରୁଥିବା ବେଳେ ମହିଳା ଚାଷୀଙ୍କ ପରଲୋକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ