ଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଡସ…

Continue Readingଏଡସର ଭୟାବହତା ଓ ନିରାକରଣ ନେଇ ସଚେତନତା

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ଅନୁଗୁଳ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲେ ଅନୁଗୁଳ ଶିକ୍ଷକପଡ଼ାର ବିଶ୍ବଜିତ ନ‌ାଏକ(୧୮)। ଅଭିଯୋଗ ଅନୁସାରେ, ଅନୁଗୁଳ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ୧୬…

Continue Readingନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

କେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ, ୫ ଘଣ୍ଟା ଖୋଜାଖୋଜି ପରେ ବି ମିଳୁନି ପତ୍ତା

ଅନୁଗୁଳ: କେନାଲକୁ ଡେଇଁ ଯୁବକ ନିଖୋଜ। ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ପୋଲ ଉପରୁ କେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଛନ୍ତି। ଯୁବକଙ୍କ ପରିଚୟ ଏବେ…

Continue Readingକେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ, ୫ ଘଣ୍ଟା ଖୋଜାଖୋଜି ପରେ ବି ମିଳୁନି ପତ୍ତା

ନୂତନ ରାସନ କାର୍ଡ ଲାଗି ଇ-କେୱାଇସି ଯାଞ୍ଚ ପାଇଁ ପରାମର୍ଶ

ଅନୁଗୁଳ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତି କରାଯାଉଛି। ଏ ଅବସରରେ ନୂତନ…

Continue Readingନୂତନ ରାସନ କାର୍ଡ ଲାଗି ଇ-କେୱାଇସି ଯାଞ୍ଚ ପାଇଁ ପରାମର୍ଶ

ରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

ଅନୁଗୁଳ: ପ୍ରାଣୀ ସମ୍ପଦକୁ ରାଜ୍ୟ ସମୃଦ୍ଧିର ଅନ୍ୟତମ କାରକ ଭାବେ ବିବେଚନା କରାଯାଏ ବିଶେଷ କରି ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବଢ଼ାଇବାରେ ଅନେକାଂଶରେସହାୟତା କରିଥାଏ। ଏକ ରିପୋର୍ଟ ଅନୁସାରେ ୨୦୦୯-୧୦ ରୁ ଓଡ଼ିଶାରେ କ୍ଷୀର ଉତ୍ପାଦନ ବଢୁଛି କିନ୍ତୁ…

Continue Readingରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି ।ସଭାପତି ଭାବେ ଦାୟିତ୍ଵ ଗ୍ରହଣ ପରେ…

Continue Readingନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ

ଅନୁଗୁଳ: ନୂଆ ରୂପ ପାଇବ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଠାରେ ଥିବା ପର୍ଯ୍ୟଟନସ୍ଥଳ ମା' ବାୟାଣୀ ପୀଠ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ରୂପାନ୍ତରିକରଣ କରାଯିବ। ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପାତ୍ରପଡ଼ା…

Continue Readingନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ

କଂଜାରୁ ୧୩ ଫୁଟିଆ ବିଶାଳ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ କଂଜା ଗାଁରୁ ଶୁକ୍ରବାର ଏକ ବିଶାଳକାୟ ଅହିରାଜ ସାପ ଉଦ୍ଧାର ହୋଇଛି। ଶୁକ୍ରବାର ସକାଳେ ବନ୍ତଳା ରେଞ୍ଜ ଅଧୀନସ୍ଥ କଂଜା ଗ୍ରାମ ତଳସାହିର ଶ୍ରୀକାନ୍ତ ବେହେରାଙ୍କ ଟାଟା ମ୍ୟାଜିକ ଗାଡ଼ିରେ ପ୍ରାୟ ୧୩…

Continue Readingକଂଜାରୁ ୧୩ ଫୁଟିଆ ବିଶାଳ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

୨୬ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ରେ ହେବ ମଶାଲ ଶୋଭାଯାତ୍ରା

ଅନୁଗୁଳ: ଚଳିତ ୨୬ରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଝୁମିବ ଅନୁଗୁଳ ଷ୍ଟାଡିୟମ୍‌। ଏଥିପାଇଁ ମଶାଲ ଶୋଭାଯାତ୍ରା ୨୨ ତାରିଖରେ ଆୟୋଜନ କରାଯିବ। ଆଜି ପୂର୍ବାହ୍ନରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ…

Continue Reading୨୬ରୁ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ରେ ହେବ ମଶାଲ ଶୋଭାଯାତ୍ରା

ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

Continue Readingବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ