୬୩ ବର୍ଷରେ ଲକ୍ଷ୍ମୀ ବଜାର ପୂଜା ମଣ୍ଡପ ସନ୍ଧ୍ୟାରେ କ୍ଷୀରୀ ହାଲୁଆର ମହକ
ଅନୁଗୁଳ: ଅନୁଗୁଳ ସହରର ପ୍ରଥମ ଲକ୍ଷ୍ମୀ ପୂଜା ମଣ୍ଡପ ଗଢା ଯାଇଥିଲା ୧୯୬୦ ମସିହାରେ।ସ୍ଥାନୀୟ ଜଣେ ବ୍ୟବସାୟୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଗଜଲକ୍ଷ୍ମୀ ପୂଜା ଆଜି ଜିଲ୍ଲାର ସବୁଠାରୁ ବଡ଼ ପାର୍ବଣର ମାନ୍ୟତା ପାଇଛି। ଦଣ୍ଡାୟମାନ ଗଜଲକ୍ଷ୍ମୀ ଲକ୍ଷ୍ମୀ ବଜାର…



