କାଞ୍ଜିଆହୁଦା ନିର୍ମାଣ ନିମନ୍ତେ ସାଂସଦଙ୍କୁ ସ୍ମାରକ

ଅନୁଗୁଳ: ଦୀର୍ଘ ଦିନ ଧରି ଅନୁଗୁଳ ପୌରାଞ୍ଚଳ ମଧ୍ୟରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ସ୍ବେଛାସେବୀ ମାନେ ଦାବୀ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ।ବୁଲା ଗାଈ ଗୋରୁ ରାସ୍ତାରେ ଏଣେତେଣେ ବୁଲିବା ଦ୍ଵାରା…

Continue Readingକାଞ୍ଜିଆହୁଦା ନିର୍ମାଣ ନିମନ୍ତେ ସାଂସଦଙ୍କୁ ସ୍ମାରକ

ଘରଠୁ ୧୦୦ ମିଟର ଦୂରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରିଆ ଗାଁରେ ତିନି ଦିନ ହେଲା ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଆଜି ଠାବ ହୋଇଛି। ମୃତକ ହେଲେ ରତନ ନାଏକ (୩୦)। ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କ ମୃତ ଦେହ…

Continue Readingଘରଠୁ ୧୦୦ ମିଟର ଦୂରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ କୁମାର ଗଡ଼ନାୟକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ…

Continue Readingଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ

ସାହି ଗୋଟେ ଲକ୍ଷ୍ମୀ ପୂଜା ଦିଟା:ମାହୋଲ୍ ଜମୁଛି

ଅନୁଗୁଳ: ଅନୁଗୁଳ ଅମଲାପଡ଼ାରେ ଲକ୍ଷ୍ମୀପୂଜା ଧୁମ୍ ଧାମରେ ଚାଲିଛି। ଗତ ୨୬ ବର୍ଷ ଧରି ଜୟ ଦୁର୍ଗା ମାର୍କେଟ ଓ ପାଖ ଅନ୍ୟାନ୍ୟ ମାର୍କେଟର ବ୍ୟବସାୟୀ ମାନେ ମିଶି ପୂଜା କରି ଆସୁଛନ୍ତି। ସୁନ୍ଦର୍ ପ୍ରତିମୂର୍ତ୍ତି ଆକର୍ଷଣୀୟ ତୋରଣ ସାଂଗକୁ ବିଜୁଳି…

Continue Readingସାହି ଗୋଟେ ଲକ୍ଷ୍ମୀ ପୂଜା ଦିଟା:ମାହୋଲ୍ ଜମୁଛି

ଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ଫେଶନ ସୋ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘରେ ଲିଟିଲ୍ ହାର୍ଟସ୍ ଟଡଲରସ ଏକାଡେମୀ ପକ୍ଷରୁ ଏକ ଫେସନ୍ ସୋ ଆୟୋଜିତ ହୋଇଯାଇଛି। ଏହି ସୋ ରେ ଜୁନିଅର କେଜି ଓ ସିନିୟର୍ କେଜିର ପଚାଶରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବେଶଭୂଷା,ମଞ୍ଚରେ…

Continue Readingଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ଫେଶନ ସୋ

ବର୍ଷା ପବନରେ ଭାଙ୍ଗିପଡିଲା ତୋରଣ: ଅଳ୍ପକେ ବର୍ତ୍ତିଲେ ପଥଚାରୀ

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ହଠାତ୍ କିଛି ସମୟ ପାଇଁ ବର୍ଷା ପବନ ମାଡ଼ି ଆସିଥିଲା। ଏହି ସମୟରେ ମ୍ୟୁନିସପାଲିଟି କଲୋନୀ ସମ୍ମୁଖରେ ଡ଼ିଆଇସି ଛକ ପୂଜା କମିଟି ପକ୍ଷରୁ ନିର୍ମିତ ଏକ ବିଶାଳ ଲାଇଟ୍ ଗେଟ ଭାଙ୍ଗି…

Continue Readingବର୍ଷା ପବନରେ ଭାଙ୍ଗିପଡିଲା ତୋରଣ: ଅଳ୍ପକେ ବର୍ତ୍ତିଲେ ପଥଚାରୀ

ଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଅନୁଗୁଳ: ଛାତ୍ରୀଙ୍କ ତଣ୍ଟି କାଟିଦେଲା ସହପାଠୀ। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଛେଳିଆପଡ଼ାରେ ଥିବା ବିନାୟକ ଯୁକ୍ତ ଦୁଇ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ତାଙ୍କ ଶ୍ରେଣୀର ଛାତ୍ରୀଙ୍କ ତଣ୍ଟି କାଟିଦେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

Continue Readingଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

ତାଳଚେର : କାଳ ବୈଶାଖୀ ପ୍ରଭାବରେ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାରେ ବଡ଼ ଅଘଟଣ ଘଟିଛି। ପ୍ରବଳ ବର୍ଷା ପବନ ଯୋଗୁ ଏଠାରେ ଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ପଡ଼ିଛି। ଆଜି ଅପରାହ୍ନ ଦୁଇଟା ବେଳେ ହଠାତ୍…

Continue Readingଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

୩୮ ବର୍ଷରେ କାଞ୍ଚନ ବଜାର ଓ ୨୪ ବର୍ଷରେ ସିମିଳିପଡ଼ା ପୂଜା ମଣ୍ଡପ

ଅନୁଗୁଳ: ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏବେ ଜୋର୍ ସୋର୍ ରେ ଆଗେଇ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଚାଳିଶରୁ ପଚାଶ ହଜାର ଦର୍ଶକ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି।ଲକ୍ଷ୍ମୀ ପୂଜା ମଣ୍ଡପ ମଧ୍ୟରେ…

Continue Reading୩୮ ବର୍ଷରେ କାଞ୍ଚନ ବଜାର ଓ ୨୪ ବର୍ଷରେ ସିମିଳିପଡ଼ା ପୂଜା ମଣ୍ଡପ

ଶିକ୍ଷକପଡା ପୂଜାମଣ୍ଡପରେ ପୂର୍ବତନ ମୁଖ୍ୟ ଶାସନ ସଚିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷକ ପଡ଼ା ପଦ୍ମାଳୟା ପୂଜା କମିଟି ପକ୍ଷରୁ ନିର୍ମିତ ଲକ୍ଷ୍ମୀ ପୂଜା ମଣ୍ଡପରେ ଗତ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ଏବେ ଜାତୀୟ କଂଗ୍ରେସ ଦଳରେ ଯୋଗ…

Continue Readingଶିକ୍ଷକପଡା ପୂଜାମଣ୍ଡପରେ ପୂର୍ବତନ ମୁଖ୍ୟ ଶାସନ ସଚିବ