ଜିଲ୍ଲା କଂଗ୍ରେସ କମିଟିର କ୍ରାନ୍ତି ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କରୋନା କଟକଣାକୁ ମାନି ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ନଅ କ୍ରାନ୍ତି ଦିବସକୁ ନିରାଡମ୍ବର ସହ…

Continue Readingଜିଲ୍ଲା କଂଗ୍ରେସ କମିଟିର କ୍ରାନ୍ତି ଦିବସ

ବନ୍ତଳା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଗ୍ରାମ ପଞ୍ଚାୟତର ମୋ ସ୍କୁଲ ଅଭିଯାନ ଯୋଜନାରେ ବନ୍ତଳା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସମ୍ପୂର୍ଣ୍ଣ ଉନ୍ନତିକରଣର ଭିତ୍ତିପ୍ରସ୍ତର ସୋମବାର ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର…

Continue Readingବନ୍ତଳା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ

ଟ୍ୟାଙ୍କର୍ ଜବତ, ଚାଳକ ଅଟକ

ଅନୁଗୁଳ: ଆଠମଲ୍ଲିକ ପୁଲିସ ଶନିବାର ମାଧପୁର ଅଞ୍ଚଳରୁ ଚୋରା ଡିଜେଲ୍ ବୋଝେଇ ଟ୍ୟାଙ୍କର୍ ଜବତ କରିଛି । ଏହି ଘଟଣାରେ ଟ୍ୟାଙ୍କର ଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ପୁଲିସ ପ୍ରାୟ ଅଢ଼େଇ ହଜାର ଲିଟର ଚୋରା ଡିଜେଲ୍…

Continue Readingଟ୍ୟାଙ୍କର୍ ଜବତ, ଚାଳକ ଅଟକ

ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହକଲା ଛାତ୍ର କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ସ୍ଥାନୀୟ ରାଜା ସୋମନାଥ ସିଂ ଜଗଦେଵ ପ୍ରତିମୂର୍ତ୍ତି ପାଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଲିକା ଦାହ କରାଯାଇଛି। ଛାତ୍ରନେତା ରାକେଶ ଦେହୁରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା…

Continue Readingମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହକଲା ଛାତ୍ର କଂଗ୍ରେସ

ଅନୁଗୁଳ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡ଼ି ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବରେ…

Continue Readingଅନୁଗୁଳ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଟ୍ରକ୍‌ରୁ ୩୦ରୁ ଉର୍ଦ୍ଧ୍ବ ମୃତଗୋରୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବେଆଇନ୍ ଗୋରୁ ଚାଲାଣ ଥମିବାର ନାଁ’ ନେଉନି। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ଗୋରୁଚାଲାଣ କରୁଥିବା ବେଳେ ଶୁକ୍ରବାର ପାଲଲହଡ଼ା ଥାନା ଇଲାକା ବାଙ୍କଧର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା…

Continue Readingଟ୍ରକ୍‌ରୁ ୩୦ରୁ ଉର୍ଦ୍ଧ୍ବ ମୃତଗୋରୁ ଉଦ୍ଧାର

ବାଲେଶ୍ବର ଓକିଲ ମାଡ଼ ଘଟଣାକୁ ଅନୁଗୁଳ ଓକିଲ ସଂଘର ନିନ୍ଦା

ଅନୁଗୁଳ : ବାଲେଶ୍ବର ଜିଲ୍ଲାର ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ଘଟଣାରେ ଅନୁଗୁଳ ଓକିଲ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି। ଏ ନେଇ ଗୁରୁବାର ଅପରାହ୍ନରେ ସଂଘର ସଭାପତି ଦିଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ…

Continue Readingବାଲେଶ୍ବର ଓକିଲ ମାଡ଼ ଘଟଣାକୁ ଅନୁଗୁଳ ଓକିଲ ସଂଘର ନିନ୍ଦା

ଜିଲ୍ଲା ଖଣିଜ ପାଣ୍ଠି ଦୁର୍ନୀତିର ସିଏଜି ଅଡିଟ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜିଲ୍ଲା କଣିଜ ପାଣ୍ଠି(ଡିଏମ୍ଏଫ୍) ଓ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତିକୁ ନେଇ ବୁଧବାର ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ…

Continue Readingଜିଲ୍ଲା ଖଣିଜ ପାଣ୍ଠି ଦୁର୍ନୀତିର ସିଏଜି ଅଡିଟ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ଜେଏସପିଏଲ୍ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଫାଉଣ୍ଡେସନ ଓ ଅନୁଗୁଳ ଜିଲ୍ଲା ସମନ୍ଵିତ ଶିଶୁ ବିକାଶ ଯୋଜନାର ମିଳିତ ସହଯୋଗରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉଛି। ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା, ମାତୃ…

Continue Readingଜେଏସପିଏଲ୍ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଫଳ, ୫୮ରୁ ୫୬ ଛାତ୍ରୀ ଫାଷ୍ଟ୍ କ୍ଲାସ୍

ଅନୁଗୁଳ: ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳରେ ବାଜିମାତ୍ କରିଛନ୍ତି ଅନୁଗୁଳ ମହିଳା ମହାବିଦ୍ୟାଳୟର ଛାତ୍ରୀ । କଲେଜ କେବଳ ଶତ ପ୍ରତିଶତ ରେଜଲ୍ଟ କରିନି, ବରଂ ମୋଟ୍ ୫୮ ଛାତ୍ରୀଙ୍କ ମଧ୍ୟରୁ ୫୬ ଜଣ ପ୍ରଥମ…

Continue Readingମହିଳା ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଫଳ, ୫୮ରୁ ୫୬ ଛାତ୍ରୀ ଫାଷ୍ଟ୍ କ୍ଲାସ୍