ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ ହୋଇଥିବା ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ଝରକା…

Continue Readingନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ଡକାୟତି ଉଦ୍ୟମ: ସୁରକ୍ଷା ଢିଲା, ବାଜିଲାନି ସାଇରନ୍; ସିସିଟିଭି ଘାଣ୍ଟୁଛି ପୁଲିସ

ଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର  ଅନୁଗୁଳ ଛେଣ୍ଡିପଦା ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି)ର  ନୂତନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା କରିବା ସହ ଅନୁଷ୍ଠାନର ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା…

Continue Readingଅନୁଗୁଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାତିରେ ଘରେ ପଶିଲେ ଚୋର: ଲାଇନ୍ କାଟି ଲୁଟିଲେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଅନୁଗୁଳ: ଅନୁଗୁଳରେ ପୁଣିରେ ମାତିଲେଣି ଚୋର।ରାତିରେ ଘରେ ପଶି ଲୁଟି ନେଲେ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା। ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା…

Continue Readingରାତିରେ ଘରେ ପଶିଲେ ଚୋର: ଲାଇନ୍ କାଟି ଲୁଟିଲେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା କର୍ଣ୍ଣପାଳ ଛକ ନିକଟରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମର ପ୍ରବୀଣ ସାହୁ। ସୂଚନା ମୁତାବକ, ପ୍ରବୀଣ ସାହୁ ଶନିବାର ଅପରାହ୍ନରେ କାମ…

Continue Readingଘରକୁ ଫେରିବା ବେଳେ ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଖେଳୁଥିବା ବେଳେ କରେଣ୍ଟ ଲାଗି ଶିଶୁ କନ୍ୟା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଭେଜିଡିହ ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ହେଲେ ପ୍ରଦୀପ ନାଏକଙ୍କ ଝିଅ ସାଲେନି ନାଏକ(୭)। ସୂଚନା ମୁତାବକ, ଭେଜିଡିହ ଗାଁର ପ୍ରଦୀପ ନାଏକଙ୍କ ଝିଅ ସାଲୋନୀ…

Continue Readingଖେଳୁଥିବା ବେଳେ କରେଣ୍ଟ ଲାଗି ଶିଶୁ କନ୍ୟା ମୃତ

ଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ୍, ଦୁଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ଶିଶୁମନ୍ଦିର ନିକଟରୁ ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ ହୋଇଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନା…

Continue Readingଅଟୋ ଚାଳକଙ୍କୁ ମାଡ଼ ମାରି ଟଙ୍କା ଓ ଅଟୋ ଲୁଟ୍, ଦୁଇ ଗିରଫ

ଚୋରାଚାଲାଣ ବେଳେ ୩୪ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ୩୪କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଗଡ଼ିଆ ମାଉସୀ ମା' ସାହିର ଜିତୁ ସାହୁ।ସୂଚନା ମୁତାବକ, କଣଲୋଇ ଗ୍ରାମ ପଞ୍ଚାୟତର କର୍ଣ୍ଣପାଳ ଆଉଁଳି…

Continue Readingଚୋରାଚାଲାଣ ବେଳେ ୩୪ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

ପିକଅପ ଭ୍ୟାନ ଚଢ଼ାଇ ଯୁବକଙ୍କୁ ହତ୍ୟା ଘଟଣା: ସିନ୍ ରିକ୍ରିଏସନ୍ କରାଇଲା ପୁଲିସ, ଅଭିଯୁକ୍ତ ଦେଖାଇଲା କୋଉଠି, କେମିତି କରିଥିଲା ଯୋଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ନୂଆଗାଁ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଜଣେ ଫାଷ୍ଟଫୁଡ୍ ଦୋକାନୀଙ୍କୁ ପୂର୍ବଶତ୍ରୁତାକୁ ନେଇ ପିକଅପ ଭ୍ୟାନ ଧକ୍କା କରି ହତ୍ୟା ଘଟଣାର ସିନ ରିକ୍ରିଏସନ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ଏପ୍ରିଲ ୨୨ରେ…

Continue Readingପିକଅପ ଭ୍ୟାନ ଚଢ଼ାଇ ଯୁବକଙ୍କୁ ହତ୍ୟା ଘଟଣା: ସିନ୍ ରିକ୍ରିଏସନ୍ କରାଇଲା ପୁଲିସ, ଅଭିଯୁକ୍ତ ଦେଖାଇଲା କୋଉଠି, କେମିତି କରିଥିଲା ଯୋଜନା

ଦନ୍ତା ହାତୀ ଆକ୍ରମଣରେ ୪ ମଇଁଷି ମୃତ, ଆଗରୁ ଜଣେ ବ୍ୟକ୍ତିଙ୍କୁ ବି କଚାଡ଼ି ମାରିଥିଲା

ଅନୁଗୁଳ: ଅନୁଗୁଳରେ ପୁଣି ଦନ୍ତା ଆତଙ୍କ। ଗାଁ ଭିତରେ ପଶି ଏକ ଗୋଠ ଛଡ଼ା ଦନ୍ତା ୪ ମଇଁଷିଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡ଼ା ଚାକୁଣ୍ଡା ମୁଣ୍ଡା ସାହିରେ ମଙ୍ଗଳବାର ଏକ ଦନ୍ତା…

Continue Readingଦନ୍ତା ହାତୀ ଆକ୍ରମଣରେ ୪ ମଇଁଷି ମୃତ, ଆଗରୁ ଜଣେ ବ୍ୟକ୍ତିଙ୍କୁ ବି କଚାଡ଼ି ମାରିଥିଲା

ସୋଲାର୍‌ କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗାପାଳ ବିଟ୍‌ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ସୋଲାର କରେଣ୍ଟ ଲାଗି ହାତୀର ଜୀବନ ଯାଇଥିବା ନେଇ ସୂଚନା ଦେଇଛି ବନ ବିଭାଗ। ସୂଚନା ଅନୁସାରେ, ଗତ କିଛି ଦିନ…

Continue Readingସୋଲାର୍‌ କରେଣ୍ଟ ଲାଗି ମାଈ ହାତୀର ମୃତ୍ୟୁ