‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା
ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସ୍ପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। କୁରୁକ୍ଷେତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ନିର୍ବାଚିତ ସାଂସଦ, ଜେଏସ୍ପିର ଅଧ୍ୟକ୍ଷ…