ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଖୋଲିଲାନି ଜଳଛତ୍ର

ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କଣିହାଁ ବ୍ଲକ୍‌ର ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଇଲାକାରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ବର୍ଷ ଗୁଡ଼ିକରେ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯିବାର…

Continue Readingସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଖୋଲିଲାନି ଜଳଛତ୍ର

ଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍‌ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି…

Continue Readingଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ: କଣିହାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଏହି ଥାନା ଅନ୍ତର୍ଗତ ଚିତ୍ତଲପୁର ଗାଁର ହେମନ୍ତ ଗୋଚ୍ଛାୟତ(୨୨)ଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅଞ୍ଚଳର ଜଣେ ୨୧…

Continue Readingବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଅନୁଗୁଳ: କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଅନିରୁଦ୍ଧ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଅନିରୁଦ୍ଧର ଘର କଣିହାଁ ଥାନା କିଆଝାର ଗ୍ରାମରେ…

Continue Readingବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଅନୁଗୁଳ: କଣିହାଁ ବ୍ଲକ୍, କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ରାତିରେ ଘରେ ପଶି ଚୋରି କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ଖୁଣ୍ଟରେ ବାନ୍ଧି ପୁଲିସକୁ ସୂଚନା ଦେଇଥିଲେ…

Continue Readingଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

ଅନୁଗୁଳ: କଣିହାଁ ବ୍ଳକ୍ ହନୁମାନପୁର ପଂଚାୟତ ଅଧିନସ୍ଥ ବଉଦବେଡ଼ା ଗ୍ରାମର ଘାସିରାମ ସାହୁ(୬୬)ଗତ ୫ଦିନ ହେଲାଣି ଘରୁକେଉଁଆଡ଼େ ପଳାଇ ଯାଇଛନ୍ତି। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବାରୁ ତାଙ୍କ ପୁଅ ସୁଶାନ୍ତ ସାହୁ ଏ ନେଇ ଶନିବାର କଣିହାଁ…

Continue Reading୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

ଟ୍ରକରୁ ବଟି ଆଦାୟ, ୩ ଗିରଫ

ଅନୁଗୁଳ: ଏନ୍‌ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ…

Continue Readingଟ୍ରକରୁ ବଟି ଆଦାୟ, ୩ ଗିରଫ

କୋଇଲା ପରିବହନରେ ସ୍ଥାନୀୟ ଟ୍ରକଗୁଡ଼ିକୁ ଅଗ୍ରାଧିକାର ଦାବି

ଅନୁଗୁଳ: କଣିହାଁ ବ୍ଳକ୍ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ କାରଖାନାକୁ କୋଇଲା ପରିବହନରେ ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କୁ ଉପେକ୍ଷା କରାଯାଉଛି । ଜମିବାଡ଼ି ହରାଇ ଗାଡ଼ି କରି ଗୁଜୁରାଣ ମେଣ୍ଟାଉଥିବା ଗାଡ଼ିମାଲିକଙ୍କୁ ଅଣଦେଖା କରି ବାହାର ଇଲାକାର ଗାଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ…

Continue Readingକୋଇଲା ପରିବହନରେ ସ୍ଥାନୀୟ ଟ୍ରକଗୁଡ଼ିକୁ ଅଗ୍ରାଧିକାର ଦାବି

ଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

ଅନୁଗୁଳ: କଣିହାଁ ଥାନା ଡେରେଙ୍ଗ ଜେଆଇଟିପିଏଲ ଫାଟକ ସମ୍ମୁଖରେ ଶନିବାର ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୋଇଲା ଟ୍ରକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେ ଜରିପାଲ ସାଇଜ କରୁଥିବାବେଳେ ଦ୍ରୁତଗତିରେ…

Continue Readingଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

ଜରଡ଼ାରେ ମାତିଲେ ଚୋର

ଅନୁଗୁଳୁ: କଣିହାଁ ଥାନା ଅଧୀନସ୍ଥ ଜରଡା ଗ୍ରାମରେ ବୁଧବାର ରାତିରେ ଏକାଧିକ ସ୍ଥାନରୁ ଚୋରି ହୋଇଛି । ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଘଟଣାରୁ ପ୍ରକାଶ ଯେ,…

Continue Readingଜରଡ଼ାରେ ମାତିଲେ ଚୋର