ଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍‌ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା…

Continue Readingଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ…

Continue Readingଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

କାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ

ଅନୁଗୁଳ: ଅନୁଗୁଳ ପୌରପାଳିକା ଅଞ୍ଚଳରେ କାଞ୍ଜିଆହୁଦା ନଥିବାରୁ ଅନେକ ସମୟରେ ଗାଈଗୋରୁ ଷଣ୍ଢ ଏଣେତେଣେ ବୁଲୁଛନ୍ତି। ଏମାନଙ୍କ ଯୋଗୁଁ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିବା ସହ ଦୁର୍ଘଟଣା ମଧ୍ଯ ଘଟୁଛି। କିଛି ସହରବାସୀ କ୍ଷୀର ଦୁହିଁ ସାରିବା ପରେ ରାସ୍ତାକୁ ଗାଈ…

Continue Readingକାଞ୍ଜିଆହୁଦା ନିର୍ମାଣ ନେଇ ଦାବି କଲେ ଗୋସୁରକ୍ଷା କର୍ମୀ

ପୌର ପ୍ରଶାସନର ପଲିଥିନ ଚଢାଉ

ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l ପଲିଥିନ ବ୍ୟବହାର…

Continue Readingପୌର ପ୍ରଶାସନର ପଲିଥିନ ଚଢାଉ

ଥାନା ଛକ-ରାଜା ଛକ ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍‌ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍‌ ହାଉସ୍‌ ଆଡ଼କୁ ଯାଉଥିବା ବେଳେ…

Continue Readingଥାନା ଛକ-ରାଜା ଛକ ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଅଳିଆ ପୋଡ଼ୁଛି ପୌରପାଳିକା!

ଅନୁଗୁଳ: ଯେତେ କହିଲେ ବି ପୌରପାଳିକା ସୁଧୁରୁନି। ପ୍ରତିଦିନ ସକାଳେ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ କରି ଏକାଠି କରିବା ପରେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଚାରିଆଡେ଼ ଧୂଆଁରେ ପୂରିଯାଉଛି। ପ୍ରାତଃ ଭ୍ରମଣ, ଅବା କୌଣସି କମରେ ଘରୁ ବାହାରୁ…

Continue Readingଅଳିଆ ପୋଡ଼ୁଛି ପୌରପାଳିକା!

ପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

ଅନୁଗୁଳ: ଦିନ ଥିଲା ଅନୁଗୁଳ ପୌରପାଳିକା ଆବର୍ଜନା ପାଇଁ ସାରା ରାଜ୍ୟର ବଦନାମ୍ ମୁଣ୍ଡାଇ ଥିଲା। ଡମ୍ପିୟାର୍ଡଟିଏ ନଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରାଜ୍ୟର ତୃତୀୟ ଅଳିଆ ସହରର ମାନ୍ୟତା ପାଇଥିଲା। ପ୍ରତିଷ୍ଠା ହେବା ପରେ ଆବର୍ଜନାରୁ ଜୈବିକ ସାର ବାହାର…

Continue Readingପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

ବେଲଗାମ୍ ଠେଲା ବେପାର

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ତ, ବଜାର ସମେତ ବିଭିନ୍ନ ଛକ ଓ ସାହି ଭିତରେ ଏବେ ଅଢେ଼ଇ ଶହରୁ ଅଧିକ ଠେଲା ବ୍ୟବସାୟୀ ଘୂରି ବୁଲୁଛନ୍ତି। ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ବେଲଗାମ୍‌ ଏହି ବ୍ୟବସାୟୀ ମନଇଚ୍ଛା ଯେଉଁଠି ପାରିଲେ…

Continue Readingବେଲଗାମ୍ ଠେଲା ବେପାର

ନଭେମ୍ବର ୧୯ରେ ଇ- ଟଏଲେଟର ଭିତ୍ତିପ୍ରସ୍ତର

ଅନୁଗୁଳ: ନଭେମ୍ବର ୧୯ ତାରିଖରେ ଅନୁଗୁଳ ଜିଲ୍ଲାର ପ୍ରଥମ ଇ-ଟଏଲଟ ସଞ୍ଜିବନୀ ମାର୍କେଟରେ ସ୍ଥାପନ ହେବ। ୟୁନିସେଫର ପରାମର୍ଶ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହେବାକୁ ଥିବା ଏହି ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ କମାଣ୍ଡ ବ୍ୟବସ୍ଥା ରହିଛି l ଶୌଚାଳୟ ବ୍ୟବହାର…

Continue Readingନଭେମ୍ବର ୧୯ରେ ଇ- ଟଏଲେଟର ଭିତ୍ତିପ୍ରସ୍ତର

ଅନୁଗୁଳ ପାଇଁ ନୂଆ

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…

Continue Readingଅନୁଗୁଳ ପାଇଁ ନୂଆ