ଅନୁଗୁଳ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ଏହିଦିବସ ପାଳନ ହୋଇଛି। ଚଳିତ ବର୍ଷର ବାର୍ତା ରହିଛି‘ସୁସ୍ଥତା ପାଇଁ ଯୋଗ । କରୋନା କଟକଣା ଭିତରେ ଜିଲ୍ଲାରେ ଯୋଗ ଦିବସ ପାଳିତହୋଇଛି। ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗାସନ କରିଥିଲେ ସାଧାରଣ ଜନତା। ଜିଲ୍ଲାବାସୀ ଘରେ ଘରେ ଯୋଗ ଦିବସ ପାଳନ କରିଥିଲେ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
- Post published:June 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul