ବଢୁଛି ମହାନଦୀ ଜଳ : ଲୋକେ ଆତଙ୍କିତ
ଅନୁଗୁଳ: ଗତ କିଛିଦିନ ହେବ ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି କାରଣରୁ ହୀରାକୁଦ ଜଳ ଭଣ୍ଡାର ତାର ଗେଟ ଗୁଡିକ ଖୋଲି ବନ୍ୟାଜଳ ନିଷ୍କାସନ କରୁଛି। ଇତି ମଧ୍ୟରେ ବନ୍ୟାଜଳ ଅନୁଗୁଳ ଜିଲ୍ଲାରେ…
ଅନୁଗୁଳ: ଗତ କିଛିଦିନ ହେବ ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି କାରଣରୁ ହୀରାକୁଦ ଜଳ ଭଣ୍ଡାର ତାର ଗେଟ ଗୁଡିକ ଖୋଲି ବନ୍ୟାଜଳ ନିଷ୍କାସନ କରୁଛି। ଇତି ମଧ୍ୟରେ ବନ୍ୟାଜଳ ଅନୁଗୁଳ ଜିଲ୍ଲାରେ…
ଅନୁଗୁଳ: ଜୁନ ୨୨ ତାରିଖରେ ମହାନଦୀର ସାତକୋଶିଆ ଗଣ୍ଡରେ ମଗର ଓ ଘଡ଼ିଆଳ ଲଢେଇରେ ଥଣ୍ଟ ଛିଣ୍ଡିଥିବା ବୟସ୍କ ଘଡ଼ିଆଳର ଚିକିତ୍ସା କରୁଛି ବନବିଭାଗ। ଆହତ ଘଡ଼ିଆଳକୁ ନଦୀରୁ ଉଦ୍ଧାର କରି ଟିକରପଡା ସ୍ଥିତ ଚିଡିଆଖାନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାତକୋଶିଆ…
ଅନୁଗୁଳ: ସାତକୋଶିଆରେ କ୍ରମାଗତ ତୃତୀୟ ଥର ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଛନ୍ତି। ମା' କୁମ୍ଭୀର ସହ ଛୁଆଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି। ସାତକୋଶିଆ ଗଣ୍ଡର…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବନ୍ୟା ପରିସ୍ଥିତି। ପାଣି ଛାଡୁଥିବା ବେଳେ ଲୋକମାନେ ଘରକୁ ଫେରୁଛନ୍ତି। ତେବେ ଏଭଳି ସ୍ଥିତିରେ ନଦୀ କୂଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଜଣେ ସରକାରୀ କର୍ମଚାରୀ। ଅଫିସରେ ନେଟୱାର୍କ ନ ଥିବାରୁ…
ଅନୁଗୁଳ: ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଗ୍ରାମ ନିକଟରୁ ଏକ ହାତି ଛୁଆ ଶୁକ୍ରବାର ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲ ଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିଲା ବେଳେ ସ୍ଥାନୀୟ ଲୋକମାନେ…
ଅନୁଗୁଳ: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ’କୁ ଫେରାଇ ନେବାକୁ ୭ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ‘କାହ୍ନ। ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏହି ଟିମରେ ଜଣେ ଏସିସିଏଫ୍ ଓ ଜଣେ…
ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାଗଡ଼ ବନାଞ୍ଚଳ ବାଲିଜେରେଙ୍ଗ ଗ୍ରାମରେ ଏକ ମାଈହାତୀ ପରିତ୍ୟକ୍ତ କୂଅରେ ପଡ଼ି କଲବଲ ହେଉଛି। ଆଜି ସକାଳୁ ଗ୍ରାମର କିଛି ଲୋକ କୂଅରେ ହାତୀ ପଡ଼ିଥିବାଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ…
ଅନୁଗୁଳ: ଚଳିତ ମାସ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଛି। ସାତକୋଶିଆର ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବନ ବିଭାଗର ୧୩ଟି…
ଅନୁଗୁଳ: ଅନୁଗୁଳ ବ୍ଲକ୍ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର…