ଅସୁସ୍ଥ ପ୍ରେସ କ୍ଳବ୍ ସଭାପତିଙ୍କୁ ସହାୟତା

You are currently viewing ଅସୁସ୍ଥ ପ୍ରେସ କ୍ଳବ୍ ସଭାପତିଙ୍କୁ ସହାୟତା

ଅନୁଗୁଳ: ଅନୁଗୁଳ ପ୍ରେସ କ୍ଳବ୍ ସଭାପତି ତଥା ସାପ୍ତାହିକ ସମାଚାରର ବର୍ଷୀୟାନ ସମ୍ପାଦକ ବସନ୍ତ କୁମାର ଜେନା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବାରୁ ଖବରପାଇ ଆଜି ଓୟୁଜେର ଜିଲ୍ଲା ସଭାପତି ଅଜିତ୍ କୁମାର ଧର, ସମ୍ପାଦକ ସ୍ଵାଧୀନ କୁମାର ସାମଲ ଏବଂ ସହ ସମ୍ପାଦକ ରାଜେଶ ସେକସେରିଆ ଟିଚର କଲୋନୀ ନିକଟସ୍ଥ ତାଙ୍କ ବାସ ଭବନକୁ ଯାଇ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏଥି ସହ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Share

Leave a Reply