ଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍‌ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି…

Continue Readingଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ

ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ

ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ…

Continue Readingଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ

ଟିଟିପିଏସ୍ ବନ୍ଦକୁ କଂଗ୍ରେସର ନିନ୍ଦା,ଚାଲୁ ନହେଲେ ଆନ୍ଦୋଳନ

ଅନୁଗୁଳ: ଟିଟିପିଏସ୍‌କୁ ବନ୍ଦ କରି କେବଳ ଅନୁଗୁଳର ଗୌରବକୁ ମାଟିରେ ମିଶାଇ ଦିଆଯାଇନାହିଁ ବରଂ ୩୦ ହଜାର ପରିବାରକୁ ସର୍ବସ୍ବାନ୍ତ କରି ଦିଆଯାଇଛି । କରୋନା କାଳରେ ଦେଢ଼ ହଜାରରୁ ଅଧିକ ଶ୍ରମିକ ଜୀବିକା ହରାଇଛନ୍ତି । ପରିବେଶ ମଞ୍ଜୁରୀ ଓ…

Continue Readingଟିଟିପିଏସ୍ ବନ୍ଦକୁ କଂଗ୍ରେସର ନିନ୍ଦା,ଚାଲୁ ନହେଲେ ଆନ୍ଦୋଳନ

ମହିଳାଙ୍କୁ ଗାଳିଗୁଲଜ, ଟଣାଓଟରା

ଅନୁଗୁଳ: ପାଳଲହଡ଼ା ଥାନା ଇଲାକା ବତିସୁଆଁ ଗ୍ରାମରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ତାଙ୍କ ପିନ୍ଧା ଲୁଗାକୁ ଚିରି ଟଣାଓଟରା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି…

Continue Readingମହିଳାଙ୍କୁ ଗାଳିଗୁଲଜ, ଟଣାଓଟରା

ନାଲ୍‌କୋ ଅଧିକାରୀଙ୍କୁ ହତ୍ୟା ଧମକ, ଯୁବକ ଅଟକ

ଅନୁଗୁଳ: ନାଲକୋ ସିପିପିର ସିଆରଏସ୍ ବିଭାଗର ଡିଜିଏମ୍ ଏସ୍.ଏସ୍. ନାଥନ ଓ ଟେକ୍ନିସିଆ ସୁରେଶଚନ୍ଦ୍ର ସାହୁ ଭରତପୁର କୋଲ କ୍ୟାବିନ୍ ପରିଦର୍ଶନରେ ଯାଇଥିବା ବେଳେ ଠିକା ଶ୍ରମିକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ୧୦ରୁ ୧୫ ଜଣ ଶ୍ରମିକ ଉଭୟଙ୍କୁ ଅଶ୍ରାବ୍ୟ…

Continue Readingନାଲ୍‌କୋ ଅଧିକାରୀଙ୍କୁ ହତ୍ୟା ଧମକ, ଯୁବକ ଅଟକ

ଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଅନୁଗୁଳ: ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଶୁକ୍ରବାର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରି ମନ୍ଥର ଗତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଓ…

Continue Readingଏନଏଚ ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି କାର୍ଯ୍ୟ, ମନ୍ଥରତାକୁ ନେଇ ଅସନ୍ତୋଷ

ଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।…

Continue Readingଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ

ଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ସନ୍ତୋଷ କୁମାର ପ୍ରଧାନ,…

Continue Readingଅନୁଗୁଳ ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ତାଳଚେର ଥର୍ମାଲ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ବେକରେ କଟାଦାଗ…

Continue Readingରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

ଅନୁଗୁଳ: ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା।…

Continue Reading୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ