ପ୍ଲେ ସ୍କୁଲରୁ ଚୋରି
ଅନୁଗୁଳ: ନାଲ୍କୋ ଥାନା ଗିରାଙ୍ଗ ଛକ ନିକଟରେ ଥିବା ଲିଟିଲଚାମ୍ପ ପ୍ଲେ ସ୍କୁଲରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ରାତିରେ ଅଫିସ୍ କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଟିଭି ଉଠାଇ ନେଇଥିବା ସ୍କୁଲ ଅଧ୍ୟକ୍ଷା ଗାୟତ୍ରୀ ମହାପାତ୍ର ଥାନାରେ ଅଭିଯୋଗ…
ଅନୁଗୁଳ: ନାଲ୍କୋ ଥାନା ଗିରାଙ୍ଗ ଛକ ନିକଟରେ ଥିବା ଲିଟିଲଚାମ୍ପ ପ୍ଲେ ସ୍କୁଲରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ରାତିରେ ଅଫିସ୍ କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଟିଭି ଉଠାଇ ନେଇଥିବା ସ୍କୁଲ ଅଧ୍ୟକ୍ଷା ଗାୟତ୍ରୀ ମହାପାତ୍ର ଥାନାରେ ଅଭିଯୋଗ…
ଅନୁଗୁଳ: ପୁଲିସ ନାକ ନିଶତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ କାରବାର ଚାଲିଆସୁ ଥିଲା ବେଳେ ଶନିବାର…
ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାରକୁ ଚଳିତ ବର୍ଷ ପ୍ରକୃତି ମିତ୍ର ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ପରିବେଶ ସୁରକ୍ଷା, ଶିକ୍ଷା ତଥା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବବର୍ଗଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଦାବି କରିଛନ୍ତି ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ। ଏଥିନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାକୁ ଅଧିକ ପରିମାଣର ଟିକା ଯୋଗାଇବା ସହ…
ଅନୁଗୁଳ: ଖମାର ରେଞ୍ଜ ତାମ୍ବୁର ବିଟ୍ ଅଞ୍ଚଳରେ ବନବିଭାଗ ଗୁରୁବାର ଭୋରରେ ଚଢ଼ିଉକରି ଶାଳ ଚୌକାଠ ନେଉଥିବା ୪ଟି ସାଇକଲ୍ ଜବତ କରିଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ରାତିରେ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକ ସଦଳବଳ ତାମ୍ବୁର ବିଟ୍…
ଅନୁଗୁଳ: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି…
ଅନୁଗୁଳ: କରୋନା ମହାମାରୀର ଦ୍ଵିତୀୟ ଲହର୍ ସାଂଘାତିକ ରୂପ ନେଲାଣି। ତେବେ ଟିକା ଏହି ମାହାମାରୀର ଏକମାତ୍ର ରକ୍ଷା କବଚ ସାଜିଥିବାରୁ ଔଷଧ ଦୋକାନୀ ଓ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କ ଟିକାକରଣ କରାଯିବାକୁ ଦାବି ହୋଇଛି। ସରକାରଙ୍କ ନିର୍ଦ୍ଦେଶମତେ ଏହି ଔଷଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କୃଷକମୋର୍ଚା ସଭାପତି ବିଜୟ ମାଝୀଙ୍କ ନେତୃତ୍ବରେ ସୋମବାର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରବି ଋତୁରେ ସମସ୍ତ ଚାଷୀଙ୍କଠାରୁ…
ଅନୁଗୁଳ: କମୁନି କରୋନା କଷଣ । ଭୂତାଣୁ ଭୟରେ ବନ୍ଦ ହୋଇରହିଛି ଧର୍ମାନୁଷ୍ଠାନ। ଭକ୍ତ ଓ ଭଗବାନ ମଧ୍ୟରେ ଝୁଲୁଛି ତାଲା। ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା। ଗତବର୍ଷ କରୋନା ମାଡ଼ରେ ଉଡିଯାଇଥିଲା ପାର୍ବଣ ମହକ। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି…
ଅନୁଗୁଳ: ସାପ୍ତାହିକ ସଟଡାଉନକୁ ନ ମାନି ରବିବାର ଅନୁଗୁଳର ଅନେକ ଆଇଁଷ ଦୋକାନୀ ତଣ୍ଡ ଗଣିଥିବା ଜଣାପଡିଛି।କରୋନା ସଂକ୍ରମଣରେ ଜିଲ୍ଲା ଓଡ଼ିଶାରେ ବଦନାମ ମୁଣ୍ଡାଇ ଥିବାବେଳେ ଅମାନିଆ କିନ୍ତୁ ଚେତୁ ନାହାଁନ୍ତି। ନାନା ବାହାନା କରି ଛକ ବଜାରରେ ଚକ୍କର କାଟି…