ଲିଫ୍ଟ ଦେଇ ଦମ୍ପତିଙ୍କୁ ଲୁଟିଲେ

ଅନୁଗୁଳ: ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଶିମିଳିପଡ଼ାର ଏକ ଦମ୍ପତିଙ୍କୁ ଜନୈକ ଦୁବୃର୍ତ୍ତ ଲିଫ୍ଟ ଦେଇ ୨ ହଜାର ଟଙ୍କା ଲୁଟି ନେଇଥିଲା। ଶିମିଳିପଡ଼ାର ପାଣ୍ତବ ସେଠୀ ଏବ˚ ତାଙ୍କ ସ୍ତ୍ରୀ ଏକ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବାପାଇଁ ଘରୁ ବସ୍‌ଷ୍ଟାଣ୍ତ…

Continue Readingଲିଫ୍ଟ ଦେଇ ଦମ୍ପତିଙ୍କୁ ଲୁଟିଲେ

କଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଅନୁଗୁଳ: ନିକଟରେ ଚାଉଳିଆଗଞ୍ଜ ପୁଲିସ୍‌ କଲିକତା ବସ୍‌ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସିନ୍ଥେଟିକ୍‌ ପନିର‌୍‌ ଜବତ କରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପନିର ନାଁରେ ବିଷ ବେପାର କରୁଥିବା ବେପାରୀମାନେ କିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା…

Continue Readingକଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଚିଠି ସ˚ଖ୍ୟା ୪୬୯୭ ତା୩୧ା୧୨ା୨୦୨୦ ଅନୁସାରେ ଜିଲ୍ଲାର ସବୁ ଧର୍ମମୟ ଅନୁଷ୍ଠାନ ଜାନୁଆରୀ ୩ରୁ ଖୋଲିବାକୁ ଆଦେଶ ପ୍ରଦାନ କରିଛନ୍ତି। ତେବେ କୋଭିଡ୍‌ କଟକଣା ମାନି ଏହି ଅନୁଷ୍ଠାନ ସବୁ ଖୋଲିବ। ମାସ୍କ ପିନ୍ଧିବା, ୬ ଗଜ…

Continue Readingଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ

ଅନୁଗୁଳ ସଦର ଥାନା ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ଠାରେ ଅନୁଗୁଳ ସଦର ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୂତନ ଥାନା ଅନୁଗୁଳ ଜିଲ୍ଲାର ୧୮ ଟି ପଞ୍ଚାୟତରେ ଭଲମନ୍ଦ ବୁଝିବା ସହ ପୂର୍ବରୁ ପୁଲିସ ଉପରେ…

Continue Readingଅନୁଗୁଳ ସଦର ଥାନା ଉଦଘାଟିତ

ଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଏବେ ଦଲାଲ୍‌ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ପୌରପାଳିକାର କିଛି ତଳିଆ କର୍ମଚାରୀ ଏ କାମ କରୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜନ୍ମ ପ୍ରମାଣପତ୍ର, ମୁତ୍ୟୁ ପ୍ରମାଣପତ୍ର, ଜୀବିକା ମିଶନରେ ଋଣ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା…

Continue Readingଅନୁଗୁଳ ପୌରପାଳିକାରେ ଦଲାଲ ସକ୍ରିୟ

କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ଅନୁଗଳ: ସମ୍ପ୍ରତି କରୋନା ସ˚କ୍ରମଣ ସମୟରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ରାଶି ପ୍ରଦାନ…

Continue Readingକୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ରାଜା ଛକଠାରେ ଅନୁଗୁଳ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫…

Continue Readingମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ଅନୁଗୁଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ କିରାଣୀ ରୋହିତାଶ୍ଵ ବାଗଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି l ଆରଡବ୍ଲ୍ୟୁଏସଏସ…

Continue Readingଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ଅନୁଗୁଳ: କେନ୍ଦ୍ର କ୍ରୀଡ଼ା ଏବ˚ ଯୁବ ସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୁଳ ସହାୟତାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ୫୦ରୁ…

Continue Readingନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା

ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

ଅନୁଗୁଳ: ଜମିଜମା ଅଧିଗ୍ରହଣ ଜନିତ ସମସ୍ୟା କାରଣରୁ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ଆହୁରି ୩ ବର୍ଷ ବିଳମ୍ବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ରେଳପଥ ନିର୍ମାଣ ବ୍ୟୟ ଅଟ୍ଟକଳ ୮୦୬…

Continue Readingବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ