ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

ଅନୁଗୁଳ: ତାମିଲନାଡୁର କୁନ୍ନୁରଠାରେ ବୁଧବାର ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୁଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ…

Continue Readingବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ସହିଦ

ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ମହୁଲବୁରି ସାହିର ବିନୟକୁମାର ମହାପାତ୍ରଙ୍କ ଘରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ବିନୟଙ୍କ ଘର ପଛପାଖ ଝରକା ଭାଙ୍ଗି ଘରେ ପ୍ରବେଶ କରି ଲୁହା ଆଲମୀରା ଭାଙ୍ଗି ସେଥୁରୁ…

Continue Readingଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ପଦୋନ୍ନତି ଦବିରେ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସୁପର ଭାଇଜର ପଦରେ ପଦୋନ୍ନତି ପ୍ରଦାନ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି। ଅଲ ଓଡିଶା ଅଙ୍ଗନୱାଡି ୱାର୍କର ଆସୋସିଏସନ୍ ତରଫରୁ ଦାବି କରାଯାଇଛି ଯେ, ଜିଲ୍ଲାରେ…

Continue Readingପଦୋନ୍ନତି ଦବିରେ ଧାରଣା

ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ୍‌ଏସି ସମେତ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପ୍ରାଣୀ ଚିକିତ୍ସିକ ନିଯୁକ୍ତି ଦିଆଯିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇଛି । ଏହି ମର୍ମରେ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

Continue Readingପ୍ରାଣୀ ଚିକିତ୍ସକ ନିଯୁକ୍ତି ଦାବି

ଡ଼କାୟତୀ ଉଦ୍ୟମ ପଣ୍ଡ, ୩ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଡିପିଏସ୍ ନିକଟରେ ଡ଼କାୟତୀ ଯୋଜନା କରୁଥିବା ୩ ଜଣ ଯୁବକଙ୍କୁ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନାଲକୋ…

Continue Readingଡ଼କାୟତୀ ଉଦ୍ୟମ ପଣ୍ଡ, ୩ ଗିରଫ

ଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଥିବା ଗୋଶାଳାରୁ ଗାଇ ଚେରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗୋଶାଳାରୁ ଗୋଟିଏ ବଳଦ ଓ ୩ଟି ଗାଇ ଚୋରି ହୋଇଥିବା ନେଇ…

Continue Readingଅନୁଗୁଳ ଗୋଶାଳାରୁ ଗୋରୁ ଚୋରୀ ଅଭିଯୋଗରେ ୩ ଗିରଫ

୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ମନୋଜ ପ୍ରଧାନଙ୍କ ନେତୃତ୍ବରେ ୩ ଦଫା ଦାବି ନେଇ ମଙ୍ଗଳବର ଏମ୍‌ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଦାବି ଅନୁଯାୟୀ, ତାଳଚେର ଅଞ୍ଚଳର…

Continue Reading୩ ଦଫା ଦାବି ନେଇ ଠିକା ଶ୍ରମିକଙ୍କ ବିକ୍ଷୋଭ

ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ନେଇ ତାଳଚେର ଭରତପୁରଠାରେ ଜିଲ୍ଲା ବିଜେପିର ଏକ ବୈଠକ ସଭାପତି ଡିଲେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଜିଲ୍ଲା କାର୍ଯ୍ୟକାରିଣୀ…

Continue Readingଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କ୍ରାପ୍ ବୋଝେଇ ଟ୍ରକକୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ନିଶା ଶିଳ୍ପାଞ୍ଚ ଥାନା…

Continue Readingସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଉନ୍ମୋଚନ ହେଲା ଖୋ-ଖୋ ଚମ୍ପିଆନସିପ୍ ଟ୍ରଫି

ଅନୁଗୁଳ : ଅନୁଗୁଳ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବରିଷ୍ଠ ବିଭାଗ ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ଖେଳାଳୀ ମାନେ ୧୨ ତାରିଖ ଅପରାହ୍ନ ୪ ଘଟିକା ସୁଦ୍ଧା ପଞ୍ଜିକରଣ କରିବେ। ୧୫ ତାରିଖରେ…

Continue Readingଉନ୍ମୋଚନ ହେଲା ଖୋ-ଖୋ ଚମ୍ପିଆନସିପ୍ ଟ୍ରଫି