ଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବିଲେଇନାଳି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି। ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ପହଞ୍ଚି ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିବାବେଳେ ଠିକ୍ ଭାବେ ଗୃହ ନିର୍ମାଣ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ।…

Continue Readingଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବେଆଇନ ମାଟି ଚାଲାଣ ୪ ଗାଡ଼ି ଜବତ, ୯୦ ହଜାର ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ତହସିଲ ପବିତ୍ରନଗର ରାଜସ୍ୱ ନିରୀକ୍ଷକ ଅଫିସ ଅଧିନସ୍ଥ ଶିପୁର ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟ ନିକଟରେ ରବିବାର ବେଆଇନ ମାଟି ଚାଲାଣ ବେଳେ କଣିହାଁ ତହସିଲ ପକ୍ଷରୁ ଚଢଉ କରଯାଇଥିଲା। ଘଟଣାସ୍ଥଳରୁ ୪ଟି ଗାଡି ଜବତ କରାଯାଇଥିବା…

Continue Readingବେଆଇନ ମାଟି ଚାଲାଣ ୪ ଗାଡ଼ି ଜବତ, ୯୦ ହଜାର ଜରିମାନା ଆଦାୟ

୨ ବାଇକ ଚୋର ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ସୋମବାର ୨ ଜଣ ବାଇକ ଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୩ଟି ବାଇକ ଉଦ୍ଧାର କରିଛି। ସୂଚନା ମୁତାବକ, ଗତ ୩ ତାରିଖରେ ନୂଆମୌଜା ଅଞ୍ଚଳରେ ଥିବା ଲକ୍ଷ୍ମୀ ହୋଣ୍ଡା ଗୋଦାମରୁ ୩ଟି…

Continue Reading୨ ବାଇକ ଚୋର ଗିରଫ

ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ଅନୁଗୁଳ ବ୍ଲକ ଘେରାଉ

ଅନୁଗୁଳ: ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପି ଅନୁଗୁଳ ଶାଖା ତରଫରୁ ସୋମବାର ବ୍ଲକ୍ ଅଫିସ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ କରାଯାଇଥିବା ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ଦିଲେଶ୍ଵର…

Continue Readingମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ଅନୁଗୁଳ ବ୍ଲକ ଘେରାଉ

ଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ଉଦ୍‌ଯାପିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ସମସ୍ତ ବେକାରଙ୍କୁ କର୍ମ ନିଯୁକ୍ତି, ବେକାରଙ୍କୁ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଯୋଗ୍ୟତା ଅନୁସାରେ ବେକାରୀ ଭତ୍ତା ପ୍ରଦାନ କରିବା, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସମସ୍ତ ବିଭାଗ,…

Continue Readingଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ଉଦ୍‌ଯାପିତ

ପାନ ଦୋକାନୀଙ୍କୁ ମାଡ଼ମାରି ୨ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ମାଡ଼ମାରି ଟଙ୍କା ଲୁଟ ଅଭିଯୋଗରେ ଟାଉନ ଥାନା ପୁଲିସ ରବିବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗାଁର ଶ୍ରୀକାନ୍ତ ନାଏକଙ୍କ…

Continue Readingପାନ ଦୋକାନୀଙ୍କୁ ମାଡ଼ମାରି ୨ ଯୁବକ ଗିରଫ

ସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ମରାତିରାଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ର କେନ୍ଦ୍ରରେ ଏକ ନୂଆ ଘର ନିର୍ମାଣ କରିବାକୁ ଦାବି କରାଯାଇଛି। ନବଘନ ବିଶ୍ବାଳଙ୍କ ନେତୃତ୍ବରେ ଅଞ୍ଚଳବାସୀ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ…

Continue Readingସ୍ବାସ୍ଥ୍ୟ କେନ୍ଦ୍ରରେ ନୂଆ ଘର ପାଇଁ ଦାବିପତ୍ର ପ୍ରଦାନ

ବିଜେପିର ଖମାର ଥାନା ଘେରାଉ

ଅନୁଗୁଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ବିଜେପି ଖମାର ମଣ୍ଡଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ମଣ୍ଡଳ ସଭାପତି ଗୌରଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଖମାର…

Continue Readingବିଜେପିର ଖମାର ଥାନା ଘେରାଉ

ନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ…

Continue Readingନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଟିକାକରଣ ଅଭିଯାନ। ଏହି ଅଭିଯାନର ସଠିକ୍‌ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।…

Continue Readingଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ