ଜାତୀୟଲୋକ ଅଦାଲତ ୧୯ରେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମା ସହ ତାଳଚେର, ଆଠମଲ୍ଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳଠାରେ ସେପ୍ଟେମ୍ବର ୧୯ ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ବିଚରାଧୀନ ମୋକଦମା ବିଚାର…

Continue Readingଜାତୀୟଲୋକ ଅଦାଲତ ୧୯ରେ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ (Jugal Kishore Sahoo): ଅନୁଗୋଳ ଜିଲ୍ଲା କନିହା ବ୍ଲକ ସମଲ ଥାନା ପୁଲିସ୍ ସିପୁର ବିଦ୍ୟାଳୟ ଖେଳ ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନାମ ନବୀନ ପ୍ରଧାନ(୨୨)। ତାଙ୍କ ବାପାଙ୍କ ନାମ ଦୁଃଖବନ୍ଧୁ…

Continue Readingଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନେତାଜୀ କ୍ଲବ୍ ଆନୁକୂଲ୍ୟରେ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଅନୁଗୁଳ: ବୁଧବାର ହୁଲୁରିସିଂହା ନେତାଜୀ କ୍ଲବ୍ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଶିବିରରେ ୮୨ ୟୁନିଟ୍ ରକ୍ତ…

Continue Readingନେତାଜୀ କ୍ଲବ୍ ଆନୁକୂଲ୍ୟରେ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଏନଟିପିସି, କଣିହାଁ ପକ୍ଷରୁ ପାକ୍ଷିକ ହିନ୍ଦୀ ଦିବସ ଉଦଯାପିତ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା ଏନଟିପିସି, କଣିହାଁ ପ୍ରକଳ୍ପ ପକ୍ଷରୁ ପନ୍ଦର ଦିନ ଧରି ଚାଲିଥିବା ହିନ୍ଦୀ ଦିବସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏନଟିପିସି କାର୍ଯ୍ୟକାରୀ ନିର୍ଦେଶକ କେ.ଏସ୍. ରାୟ ମୁଖ୍ୟଅତିଥୀ, ମହାପ୍ରବନ୍ଧକ(ଇନ୍ଧନ ବିଭାଗ) ବିଜୟ ଗୋୟଲ, ମହାପ୍ରବନ୍ଧକ…

Continue Readingଏନଟିପିସି, କଣିହାଁ ପକ୍ଷରୁ ପାକ୍ଷିକ ହିନ୍ଦୀ ଦିବସ ଉଦଯାପିତ

ଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ସନତ୍ କୁମାର ପ୍ରଧାନ (୨୬)ଯୁବକକୁ ସେହି ଗ୍ରାମର ଯଶୋବନ୍ତ ଦାସ ମାଡ଼ପିଟ କରି ସୁନା ଚେନ ଛଡାଇ ନେଇଯିବା ବୁଧବାର ଥାନାରେ ଅଭିଯୋଗ ହୋଇଛି।…

Continue Readingଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ

ଲିଙ୍ଗରାରେ ମାଛ ମାରିବାକୁ ପ୍ରବଳ ଭିଡ଼

ଅନୁଗୁଳ: ଲଗାଣ ବର୍ଷା ପରେ ଅନୁଗୁଳର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ। ଗତ ସୋମବାର ଓ ମଙ୍ଗଳବାର ଲଗାଣ ବର୍ଷାଯୋଗୁ ଅନୁଗୁଳ ବିଭିନ୍ନ ନାଳ, ପୋଖରୀରେ ପାଣି ଭର୍ତ୍ତି ହୋଇ ରହିଥିଲାବେଳେ, ବୁଧବାର ସହର ଉପକଣ୍ଠ ଛେଳିଆପଡା ପୋଲ ତଳେ ଲିଙ୍ଗରା…

Continue Readingଲିଙ୍ଗରାରେ ମାଛ ମାରିବାକୁ ପ୍ରବଳ ଭିଡ଼

ଗଳା ରାସ୍ତା ସ୍ଥିତି ସମୀକ୍ଷା

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଶିବ ମନ୍ଦିର ଛକରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧି କରଣ (ଏନଏଚଏଆଇ) ଅଣ୍ଡର ପାସ ରାସ୍ତା ନିର୍ମାଣ କରିବା ନେଇ ଏକ ପ୍ରତିନିଧି ଦଳ ମଙ୍ଗଳବାର ପାଳଲହଡାରେ ପହଞ୍ଚି ଶିବ ମନ୍ଦିର ଛକ ଅନୁଧ୍ୟାନ…

Continue Readingଗଳା ରାସ୍ତା ସ୍ଥିତି ସମୀକ୍ଷା

ଡା ଭବାନୀ ଶଙ୍କର ବଳଙ୍କ ପରଲୋକ

ଅନୁଗୁଳ: ବରିଷ୍ଠ ଚିକିତ୍ସକ (ଶଲ୍ୟ ବିଶେଷଜ୍ଞ) ଡା. ଭବାନୀ ଶଙ୍କର ବଳଙ୍କର ସୋମବାର ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲରେ ସେ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଭାବରେ ଅବସ୍ଥାପିତ ଥିଲେ ।…

Continue Readingଡା ଭବାନୀ ଶଙ୍କର ବଳଙ୍କ ପରଲୋକ

ଖଣି ପରିସରରେ ମାତିଲେ ଚୋର, ହାଇୱାକୁ ପିସ୍ ପିସ୍ କରି କାଟି ଦେଲେ

ଅନୁଗୁଳ(Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ପଛ ପାଖରେ ଏକ ହାଇୱା ଗାଡିର ବଡିକୁ ସ୍ପଷ୍ଟ ଦିବା ଲୋକରେ ପିସ୍‌ପିସ୍ କାଟି ଚୋରି ଘଟଣାରେ ମଙ୍ଗଳବାର ୩ଜଣ ଅଭିଯୁକ୍ତକୁ କଣିହାଁ ପୁଲିସ୍‌ ଗିରଫ କରିଛି।…

Continue Readingଖଣି ପରିସରରେ ମାତିଲେ ଚୋର, ହାଇୱାକୁ ପିସ୍ ପିସ୍ କରି କାଟି ଦେଲେ

ଅନୁଗୁଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରୋଡ୍‌ ନିକଟ ରେଳ ଧାରଣାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର…

Continue Readingଅନୁଗୁଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,