ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଗଳିତ ମୃତଦେହ ଠାବ, ୧୦ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମାରୁଢିପ ସଂରକ୍ଷିତ ଜଙ୍ଗଲର ପଥର ଖୋଳ ନିକଟରେ ଏକ ଗଳିତ ମୃତଦେହ…

Continue Readingମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଗଳିତ ମୃତଦେହ ଠାବ, ୧୦ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

‘ଅପରେସନ୍‌ ସିନ୍ଦୁର’ ପରେ ଦେଶରେ ଆଲର୍ଟ, ୧୮ ଏୟାରପୋର୍ଟ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି।‘ଅପରେସନ୍ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିରରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ…

Continue Reading‘ଅପରେସନ୍‌ ସିନ୍ଦୁର’ ପରେ ଦେଶରେ ଆଲର୍ଟ, ୧୮ ଏୟାରପୋର୍ଟ ବନ୍ଦ

ଅପରେସନ ସିନ୍ଦୂର ପରେ ଯୁଦ୍ଧ ଆଶଙ୍କା: ମକଡ୍ରିଲ କରି ଲୋକଙ୍କୁ ସଚେତନ କଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ

ଅନୁଗୁଳ: ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଅନୁଗୁଳ ଜିଲ୍ଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ ପକ୍ଷରୁ  ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମକ ଡ୍ରିଲ କରାଯାଇଛି। ଏ ଅବସରରେ ଯୁଦ୍ଧ ହେଲେ କିପରି ତାହାର ମୁକାବିଲା କରିବେ, ସେନେଇ ଲୋକଙ୍କୁ ସଚେତନ…

Continue Readingଅପରେସନ ସିନ୍ଦୂର ପରେ ଯୁଦ୍ଧ ଆଶଙ୍କା: ମକଡ୍ରିଲ କରି ଲୋକଙ୍କୁ ସଚେତନ କଲା ତାଳଚେର ବେସାମରିକ ପ୍ରତିରକ୍ଷା ସଂଗଠନ

‘ଅପରେସନ୍‌ ସିନ୍ଦୁର’କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ପଟ୍ଟନାୟକଙ୍କ ପ୍ରଶଂସା, ସେନାକୁ ଜଣାଇଲେ ଶୁଭକାମନା

ଭୁବନେଶ୍ବର: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତର ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହୋଇଛି। ଏଥିରେ ପାକିସ୍ତାନ ଏବଂ ପିଓକେ ସ୍ଥିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଛି। ନିପାତ ହୋଇଛନ୍ତି ଶତାଧିକ ଆତଙ୍କୀ। ଏହାକୁ ପ୍ରଶଂସା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…

Continue Reading‘ଅପରେସନ୍‌ ସିନ୍ଦୁର’କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ପଟ୍ଟନାୟକଙ୍କ ପ୍ରଶଂସା, ସେନାକୁ ଜଣାଇଲେ ଶୁଭକାମନା

ତାଳଚେର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ିମାରିବା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା

ଅନୁଗୁଳ: ତାଳଚେର ଅଞ୍ଚଳର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ବାନ୍ଧି ପାରିନି ପୁଲିସ। ଏଣୁ ଅନୁଗୁଳର ସଚେତନ ନାଗରିକଙ୍କ ପକ୍ଷରୁ ବୁଧବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ଗଣଧାରଣା…

Continue Readingତାଳଚେର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ିମାରିବା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା

ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

ଭୁବନେଶ୍ୱର: ଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି। ଭାରତ-ପାକ୍‌ ବିବାଦ ମଧ୍ୟରେ ପୂରା ଦେଶକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଏଣୁ ସବୁ ରାଜ୍ୟର କିଛି କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆଲର୍ଟ କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୧୨ଟି ସ୍ଥାନ ରହିଛି। ଏସବୁ…

Continue Readingଓଡ଼ିଶାରେ ଯୁଦ୍ଧ ପ୍ରସ୍ତୁତି! ସିଭିଲ୍‌ ଡିଫେନ୍ସ ସ୍ଥାନ ମଧ୍ୟରେ ଅଛି ତାଳଚେର, କାଲି ୪ଟାରେ ବାଜିବ ସାଇରନ୍‌

କଣିହାଁରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୬୭ଟି ଅଭିଯୋଗ ଗ୍ରହଣ, ୫ଟିର ତୁରନ୍ତ ଫଇସଲା କଲେ ଅତିରିକ୍ତ ଜିଲ୍ଲାପାଳ

ଅନୁଗୁଳ:  ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶିବିରରେ ୬୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥ‌ିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଓ ୨୦ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingକଣିହାଁରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୬୭ଟି ଅଭିଯୋଗ ଗ୍ରହଣ, ୫ଟିର ତୁରନ୍ତ ଫଇସଲା କଲେ ଅତିରିକ୍ତ ଜିଲ୍ଲାପାଳ

ପୂର୍ତ୍ତି ବିଭାଗରେ ପୁଣି ଲାଗିଲା କଳଙ୍କ: ନିମ୍ନମାନର ରାସ୍ତା କରିବା ସହ ଜାଲିଆତି କରୁଥିବା ଅଭିଯୋଗ

ଅନୁଗୁଳ: ପୁଣି ରାସ୍ତା କାମରେ ଅନିୟମିତତା ଅଭିଯୋଗ। ଠିକ ଭାଗମାପରେ, ଉଚିତ ନିୟମରେ ନ କରି ମନଇଚ୍ଛା କାମ କରାଯାଉଥିବା ନେଇ ପୂର୍ତ୍ତ ବିଭାଗ ନାଁରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁସାରେ, କଲେଇପଦା…

Continue Readingପୂର୍ତ୍ତି ବିଭାଗରେ ପୁଣି ଲାଗିଲା କଳଙ୍କ: ନିମ୍ନମାନର ରାସ୍ତା କରିବା ସହ ଜାଲିଆତି କରୁଥିବା ଅଭିଯୋଗ

ସ୍ମୃତିରେ ଗାନ୍ଧୀଙ୍କ ଅନୁଗୋଳ ଯାତ୍ରା: ମେ ୬, ୧୯୩୪

ଅନୁଗୁଳ: ଗାନ୍ଧୀ ତ ଓଡ଼ିଶା ଅନେକବାର ଆସିଛନ୍ତି ହେଲେ ୧୯୩୪ ମେ ମାସର ଗସ୍ତ ଥିଲା ଟିକେ ସ୍ଵତନ୍ତ୍ର। ସେ ସମୟରେ ଝାରସୁଗୁଡ଼ା, ସମ୍ବଲପୁର ପରେ ଗାନ୍ଧୀ ଆସି ମେ ୫ ତରିଖରେ ବାମୁରରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ମଦ  ଏବଂ…

Continue Readingସ୍ମୃତିରେ ଗାନ୍ଧୀଙ୍କ ଅନୁଗୋଳ ଯାତ୍ରା: ମେ ୬, ୧୯୩୪

ବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ

ଅନୁଗୁଳ: ବାପା ପେଟ ଚାଖଣ୍ଡକ ପାଇଁ ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସି ଅନୁଗୁଳରେ ସପରିବାର ରହି ନିଜ ସଂଘର୍ଷମୟ ଜୀବନ ଆରମ୍ଭ କରିଥିଲେ। ନିକଟରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷାରେ ଝିଅ କିନ୍ତୁ ୯୩.୩୩ ପ୍ରତିଶତ ନମ୍ବର ରଖି କେବଳ ପରିବାର କି…

Continue Readingବାପା ମୂଲ ଲାଗି ଝିଅକୁ ପଢ଼ାଇଲେ,ଝିଅ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ