ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅନୁଗୁଳ: ଆଜି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କରପଇତାଲାଗି ନୀତି ଅନୁଷ୍ଠିତ ହେବାକୁ ଥ‌ିବା ବେଳେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ଅପରାହ୍ନରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦ୍ଵିତୀୟ ଭୋଗମଣ୍ଡପ…

Continue Readingଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭାରସାମ୍ୟ ହରାଇ ଓଲଟିଲା ଇନୋଭା, ତିନି ଆହତ ମେଡିକାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବଜ୍ରକୋଟ ରାଜପଥ ଭାଲୁବସା ନାଳ ପାଖରେ ରବିବାର ଏକ ଇନୋଭା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ,…

Continue Readingଭାରସାମ୍ୟ ହରାଇ ଓଲଟିଲା ଇନୋଭା, ତିନି ଆହତ ମେଡିକାଲରେ ଭର୍ତ୍ତି

ଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

ଅନୁଗୁଳ: ଓସିଏ ପକ୍ଷରୁ ଗତ ୧୬ ତାରିଖ ଠାରୁ ଆନ୍ତଃ ଜିଲ୍ଲା ମହିଳା୨୦-୨୦ କ୍ରିକେଟ ପ୍ରତିଯୋଗିତା lର ପ୍ରିଲିମିନାରୀ ରାଉଣ୍ଡ ଆରମ୍ଭ ହୋଇଛି। ଓଡ଼ିଶାର ବଛା ବଛା ଷ୍ଟାଡିୟମ୍ ତଥା ଖେଳପଡିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି। କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼,…

Continue Readingଆନ୍ତଃ ଜିଲ୍ଲା ମହିଳା କ୍ରିକେଟରେ ଅନୁଗୁଳର ଲଜ୍ଜା ଜନକ ପ୍ରଦର୍ଶନ: ଦାୟୀ କିଏ ??

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା! ବିନା ଫଳକରେ ରାସ୍ତା କାମ, ସପ୍ତାହକରେ ଗୋଡ଼ି-ସିମେଣ୍ଟ ଅଲଗା

ଅନୁଗୁଳ:ବିନା ଫଳକରେ ହେଉଛି ରାସ୍ତା କାମ। ନିର୍ମାଣର ସପ୍ତାହେ ଭିତରେ ଧୋଇଗଲା କଂକ୍ରିଟ ରାସ୍ତା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ପଞ୍ଚାୟତରେ ଏମିତି ରାସ୍ତା କାମ ହୋଇଛି। ଯାହାକୁ ନେଇ ତାତିଛନ୍ତି ଅଞ୍ଚଳବାସୀ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଜାର ସାହିରେ…

Continue Readingଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା! ବିନା ଫଳକରେ ରାସ୍ତା କାମ, ସପ୍ତାହକରେ ଗୋଡ଼ି-ସିମେଣ୍ଟ ଅଲଗା

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ଅନୁଗୁଳ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲେ ଅନୁଗୁଳ ଶିକ୍ଷକପଡ଼ାର ବିଶ୍ବଜିତ ନ‌ାଏକ(୧୮)। ଅଭିଯୋଗ ଅନୁସାରେ, ଅନୁଗୁଳ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ୧୬…

Continue Readingନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ

ନୂତନ ରାସନ କାର୍ଡ ଲାଗି ଇ-କେୱାଇସି ଯାଞ୍ଚ ପାଇଁ ପରାମର୍ଶ

ଅନୁଗୁଳ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତି କରାଯାଉଛି। ଏ ଅବସରରେ ନୂତନ…

Continue Readingନୂତନ ରାସନ କାର୍ଡ ଲାଗି ଇ-କେୱାଇସି ଯାଞ୍ଚ ପାଇଁ ପରାମର୍ଶ

ରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

ଅନୁଗୁଳ: ପ୍ରାଣୀ ସମ୍ପଦକୁ ରାଜ୍ୟ ସମୃଦ୍ଧିର ଅନ୍ୟତମ କାରକ ଭାବେ ବିବେଚନା କରାଯାଏ ବିଶେଷ କରି ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତି ବଢ଼ାଇବାରେ ଅନେକାଂଶରେସହାୟତା କରିଥାଏ। ଏକ ରିପୋର୍ଟ ଅନୁସାରେ ୨୦୦୯-୧୦ ରୁ ଓଡ଼ିଶାରେ କ୍ଷୀର ଉତ୍ପାଦନ ବଢୁଛି କିନ୍ତୁ…

Continue Readingରାଜ୍ୟରେ କ୍ଷୀର ଉତ୍ପାଦନ ବଢୁଛି, ଜିଲ୍ଲାରେ ଖସୁଛି

ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି ।ସଭାପତି ଭାବେ ଦାୟିତ୍ଵ ଗ୍ରହଣ ପରେ…

Continue Readingନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ

ଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ’, ଥାନାରେ ବସିଛନ୍ତି ୪୦ ମହିଳା

ଅନୁଗୁଳ: ଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ'। ଥାନାରେ ବସିଛନ୍ତି ୪୦ ମହିଳା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଭୋଗ ବେରଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ପ୍ରାୟ ୪୦ ଜଣ ମହିଳାଙ୍କ ଠାରୁ ସେହି ଗାଁର ସୁମନ୍ତ ନାଏକ ଏବଂ…

Continue Readingଘରୋଇ ସଂସ୍ଥାରୁ ଟଙ୍କା ନେଇ ଦମ୍ପତି ଛୁ’, ଥାନାରେ ବସିଛନ୍ତି ୪୦ ମହିଳା

ନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ

ଅନୁଗୁଳ: ନୂଆ ରୂପ ପାଇବ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଠାରେ ଥିବା ପର୍ଯ୍ୟଟନସ୍ଥଳ ମା' ବାୟାଣୀ ପୀଠ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି ରୂପାନ୍ତରିକରଣ କରାଯିବ। ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପାତ୍ରପଡ଼ା…

Continue Readingନୂଆ ରୂପ ପାଇବ ମା’ ବାୟାଣୀ ପୀଠ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ହୋଇଛି ରୂପାନ୍ତରିକରଣ