ଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିଟି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। କୋଭିଡ୍ କଟକଣା ସାଙ୍ଗକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଆରମ୍ଭ ହେଉଛି। ପାଳଲହଡ଼ା ଅଞ୍ଚଳରେ ୨ କୋଭିଡ୍ ପଜିଟିଭ୍ ପରୀକ୍ଷାର୍ଥୀ ମଧ୍ୟ ଛେଣ୍ତିପଦା…



