ଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ

You are currently viewing ଚୋରି ସୁନା କିଣିବା ଅଭିଯୋଗରେ ଗହଣା ଦୋକାନୀ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଚିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ ଜଣେ ଗହଣା ଦେକାନୀଙ୍କୁ ସୋମବାର ଗିରଫକରିଛି। ସୂଚନା ଅନଯାୟୀ, ଗତ କିଛିଦିନ ତଳେ ଅନୁଗୁଳ ସହର ତାମ୍‌ରିତ୍ ‌‌  କଲୋନୀରେ ଜଣେ ମହିଳାଙ୍କ ସୁନା ଚେନ୍ ଛିନତାଇ ହୋଇଥିଲା। ଏହି ସୁନା ଚେନ୍କୁ ନାଲକୋ ଥାନା ଅଞ୍ଚଳର ସରୋଜ ସାହୁ ନାମକ ଜଣେ ଗହଣା ଦୋକାନୀ କିଣିଥିଲେ। ଛିନ୍ତାଇ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତିକରି ପୁଲିସ ସୋମବାର ସରୋଜଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply