ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡ଼କୁ ଉଦ୍ଧାର କଲା ଜଙ୍ଗଲ ବିଭାଗ

You are currently viewing ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡ଼କୁ ଉଦ୍ଧାର କଲା ଜଙ୍ଗଲ ବିଭାଗ

ଅନୁଗୁଳ: ଗତ ଗୁରୁବାର ବନ୍ତଳା ଜଙ୍ଗଲ ବିଭାଗ ରେଞ୍ଜର କର୍ମଚାରୀ ମାନେ ଖବର ପାଇଲେ କି ବେଡା ଶାସନ ଗାଁରେ ବିଦ୍ୟୁତ ଆଘାତରେ ଗୋଟିଏ ମାଙ୍କଡ଼ ଗୁରୁତର ଆହତ ହୋଇଛି।

ଜଙ୍ଗଲ ବିଭାଗ ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳକୁ ଯାଇ ମାଙ୍କଡ଼ଟିକୁ ଉଦ୍ଧାର କରି ବନ୍ତଳା ଭେଟନାରୀ ହସ୍ପିଟାଲରେ ଭର୍ତି କରାଇ ଚିକିତ୍ସା କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ମାଙ୍କଡ଼ଟିକୁ ବନ୍ତଳା ରେଞ୍ଜ ଅଫିସରେ ରଖା ଯାଇଛି। ସୁସ୍ଥ ହେଲାପରେ ମାଙ୍କଡ଼ଟିକୁ ଛାଡି ଦିଆଯିବ। ଉଦ୍ଧାରକାରୀ ଟିମରେ ଶ୍ରୀନିବାସ ସାହୁ ଫରେଷ୍ଟର, ଲିପକ ବେହେରା ଫରେଷ୍ଟ ଗାର୍ଡଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Share

Leave a Reply